‘ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ଉଚ୍ଛେଦକୁ ଗ୍ରହଣ କରାଯିବ ନାହିଁ’

ପୁରୀ: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ଉଚ୍ଛେଦ ଉଦ୍ୟମକୁ କୌଣସି ପ୍ରକାର ଗ୍ରହଣ କରାଯିବ ନାହିଁ। ଶ୍ରୀମନ୍ଦିରର ପରମ୍ପରା ସୁରକ୍ଷା ପାଇଁ ଦରକାର ହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ଚେତାବନୀ ଦେଇଛି। ସମ୍ମିଳନୀ ପକ୍ଷରୁ ଶନିବାର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ସବୁ ନିଯୋଗର କର୍ମକର୍ତ୍ତାଙ୍କ ସହ ପାଳିଆ, ଅଣପାଳିଆ ଓ ଯୁବ ସେବାୟତମାନେ ମଧ୍ୟ ଯୋଗ ଦେଇଥିଲେ।

puri

puri

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 03:33 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ଉଚ୍ଛେଦ ଉଦ୍ୟମକୁ କୌଣସି ପ୍ରକାର ଗ୍ରହଣ କରାଯିବ ନାହିଁ। ଶ୍ରୀମନ୍ଦିରର ପରମ୍ପରା ସୁରକ୍ଷା ପାଇଁ ଦରକାର ହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ଚେତାବନୀ ଦେଇଛି। ସମ୍ମିଳନୀ ପକ୍ଷରୁ ଶନିବାର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ସବୁ ନିଯୋଗର କର୍ମକର୍ତ୍ତାଙ୍କ ସହ ପାଳିଆ, ଅଣପାଳିଆ ଓ ଯୁବ ସେବାୟତମାନେ ମଧ୍ୟ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos