ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଲେ ପ୍ରଫେସର ଶ୍ରୀନାଥ ରେଡ୍ଡି

ଭୁବନେଶ୍ୱର: ପଦ୍ମଭୂଷଣ ପ୍ରଫେସର କେ.ଏସ୍‌. ଶ୍ରୀନାଥ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ପ୍ରଫେସର ରେଡ୍ଡି ଏବେ ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟସେବା ସହିତ ସ୍ୱାସ୍ଥ୍ୟ ସୂଚକାଙ୍କରେ ବିକାଶ ଆଣିବା ଏବଂ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଦିଗରେ ପ୍ରଫେସର ରେଡ୍ଡି ସରକାରଙ୍କୁ ପରାମର୍ଶ ଦେବେ।

KSrinathReddy

KSrinathReddy

Rakesh Mallick
  • Published: Monday, 06 March 2017
  • Updated: 06 March 2017, 07:02 PM IST

Sports

Latest News

ଭୁବନେଶ୍ୱର: ପଦ୍ମଭୂଷଣ ପ୍ରଫେସର କେ.ଏସ୍‌. ଶ୍ରୀନାଥ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ପ୍ରଫେସର ରେଡ୍ଡି ଏବେ ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଅଧ୍ୟକ୍ଷ ଅଛନ୍ତି।

ରାଜ୍ୟରେ ସ୍ୱାସ୍ଥ୍ୟସେବା ସହିତ ସ୍ୱାସ୍ଥ୍ୟ ସୂଚକାଙ୍କରେ ବିକାଶ ଆଣିବା ଏବଂ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଦିଗରେ ପ୍ରଫେସର ରେଡ୍ଡି ସରକାରଙ୍କୁ ପରାମର୍ଶ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story