ଓଡିଶାରେ ଜାତୀୟ ଏସ୍‌ଟି କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ସରକାର କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଜାତୀୟ ଏସ୍‌ଟି କମିଶନ ଅଧ୍ୟକ୍ଷ ରାମେଶ୍ୱର ଓରାଁଓ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଆସନ୍ତାକାଲି ସେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗୁମୁଡୁମାହା ଘଟଣାରେ କ୍ଷତିପୂରଣ ବୃଦ୍ଧି ଓ ଭୁଲ୍‌ନିଷ୍ପତ୍ତି ନେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ପୂର୍ବରୁ ସୁପାରିଶ କରିଥିଲେ। ସେହିପରି ରାଉରକେଲା ସେଲ୍‌ବିସ୍ଥାପିତଙ୍କ ସମ୍ପର୍କରେ […]

national-st-commission

national-st-commission

Rakesh Mallick
  • Published: Friday, 19 August 2016
  • Updated: 19 August 2016, 08:49 PM IST

Sports

Latest News

national-st-commissionଭୁବନେଶ୍ୱର: ରାଜ୍ୟ ସରକାର କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଜାତୀୟ ଏସ୍‌ଟି କମିଶନ ଅଧ୍ୟକ୍ଷ ରାମେଶ୍ୱର ଓରାଁଓ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଆସନ୍ତାକାଲି ସେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଗୁମୁଡୁମାହା ଘଟଣାରେ କ୍ଷତିପୂରଣ ବୃଦ୍ଧି ଓ ଭୁଲ୍‌ନିଷ୍ପତ୍ତି ନେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ପୂର୍ବରୁ ସୁପାରିଶ କରିଥିଲେ। ସେହିପରି ରାଉରକେଲା ସେଲ୍‌ବିସ୍ଥାପିତଙ୍କ ସମ୍ପର୍କରେ ଆକ୍ସନ୍‌ଟେକେନ୍‌ରିପୋର୍ଟ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos