ମଦ ଜବତ କରିବାକୁ ଯାଇଥିବା ଅବକାରୀ କର୍ମଚାରୀଙ୍କୁ ମାଡ଼

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗାଁକୁ କାଲି ରାତିରେ ମଦ ଜବତ ପାଇଁ ଯାଇଥିବା ଅବକାରୀ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବକାରୀ  କର୍ମଚାରୀଙ୍କ ଗାଡ଼ିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ନୂଆପାଟଣା ଗାଁରେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗର କର୍ମଚାରୀ  କୌଣସି ସୂତ୍ରରୁ ଖବର ପାଇଥିଲେ।  ଏହାପରେ ପୂର୍ବ ଯୋଜନା ମୁତାବକ […]

Clash99900

Clash99900

Tapaswini Nayak
  • Published: Tuesday, 21 April 2020
  • Updated: 21 April 2020, 08:24 AM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗାଁକୁ କାଲି ରାତିରେ ମଦ ଜବତ ପାଇଁ ଯାଇଥିବା ଅବକାରୀ କର୍ମଚାରୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବକାରୀ  କର୍ମଚାରୀଙ୍କ ଗାଡ଼ିକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନୂଆପାଟଣା ଗାଁରେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗର କର୍ମଚାରୀ  କୌଣସି ସୂତ୍ରରୁ ଖବର ପାଇଥିଲେ।  ଏହାପରେ ପୂର୍ବ ଯୋଜନା ମୁତାବକ ଗତକାଲି ରାତିରେ ଅବକାରୀ ବିଭାଗର ଇନସପେକ୍ଟର ସଂଜିବ ବାଲାଙ୍କ ସମେତ ୬ ଜଣ କର୍ମଚାରୀ ସାଧା ପୋଷାକରେ ନୂଆପାଟଣା ଗାଁରେ ଚଢ଼ଉ କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ।

ଏନେଇ ଅବକାରୀ ଅଧିକାରୀ ତିଗିରିଆ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story