ବନ୍ଧୁକ ଛାଡି ସଂସାର ଗଢ଼ିଲେ ରଘୁ ଓ ରାଧା

ମାଲକାନଗିରି: ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ରଘୁ ମାଡକାମୀ ଓ ରାଧା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ଉଭୟ ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରେ ସେମାନଙ୍କୁ ମାଲକାନଗିରି ପୋଲିସ୍ ସାହାଯ୍ୟ କରିଥିଲେ। ଗତକାଲି ମାଲକାନଗିରି ଏସପିଙ୍କ ଉପସ୍ଥିତିରେ ଉଭୟ ନୂଆ ଜୀବନ ଆରମ୍ଭ କରିଛନ୍ତି। ଦୁଇ ପକ୍ଷର ପରିବାର ଲୋକଙ୍କ ଉପସ୍ଥିତିରେ ହୋଇଥିଲା। ବାହାଘର ଏପରିକି ବନ୍ଧୁବାନ୍ଧବ ଓ ପରିବାର […]

maobadi

maobadi

Rakesh Mallick
  • Published: Monday, 24 July 2017
  • Updated: 24 July 2017, 12:25 PM IST

Sports

Latest News

ମାଲକାନଗିରି: ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀ ରଘୁ ମାଡକାମୀ ଓ ରାଧା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ଉଭୟ ମାଓବାଦୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରେ ସେମାନଙ୍କୁ ମାଲକାନଗିରି ପୋଲିସ୍ ସାହାଯ୍ୟ କରିଥିଲେ। ଗତକାଲି ମାଲକାନଗିରି ଏସପିଙ୍କ ଉପସ୍ଥିତିରେ ଉଭୟ ନୂଆ ଜୀବନ ଆରମ୍ଭ କରିଛନ୍ତି। ଦୁଇ ପକ୍ଷର ପରିବାର ଲୋକଙ୍କ ଉପସ୍ଥିତିରେ ହୋଇଥିଲା। ବାହାଘର ଏପରିକି ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ପାଇଁ ଖାଦ୍ୟପେୟର ମଧ୍ୟ ବନ୍ଦୋବସ୍ତ ହୋଇଥିଲା। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ସବୁ ମାଓବାଦୀଙ୍କୁ ଏଭଳି ସହଯୋଗ ଓ ସହାୟତା ପ୍ରଦାନ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos