ଲେବାନନ୍ ବିସ୍ଫୋରଣ ପରେ ଚେତିଲେ ରାଜ୍ୟ ସରକାର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଲେବାନନ ବିସ୍ଫୋରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସବୁ କଳ କାରଖାନାକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର୍ ନିର୍ଦ୍ଦେଶକ। ଫ୍ୟାକ୍ଟ୍ରିର ନିରାପତ୍ତା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏଥିପାଇଁ କଣ ପ୍ରସ୍ତୁତି ରହିଛି, ତାହା ମଧ୍ୟ ସେ ଜଣାଇବାକୁ କହିଛନ୍ତି।

ଫ୍ୟାକ୍ଟ୍ରିରେ କେତେ ବିସ୍ଫୋରକ ସାମଗ୍ରୀ ଅଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି, ତାର ରିପୋର୍ଟ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଗତ ୪ ତାରିଖରେ ଲେବାନନର ରାଜଧାନୀ ବିରୁଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।

ବନ୍ଦରରେ ଥିବା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ ହେବାରୁ ୨୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। କେତେକ ନିଖୋଜ ମଧ୍ୟ ଅଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିରୁଟ ବନ୍ଦରରେ ଥିବା ପ୍ରାୟ ୨୭୫୦ ଟନ ଆମୋନିୟମ ନାଇଟ୍ରେଟ୍ ଗଚ୍ଛିତ ଥିଲା। ଏହି ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ ହୋଇଥିଲା।

ଆହୁରି ପଢ଼ନ୍ତୁ

ମହଙ୍ଗା ପଡ଼ିଲା ରଙ୍ଗିଲା ଡ୍ୟାନ୍ସ, ଯାତ୍ରାପାର୍ଟି ମାଲିକଙ୍କୁ ୫୦ ହଜାର ଟଙ୍କା ଫାଇନ୍‌

ରାସ୍ତାରେ ପଡ଼ିଛି ଶବ, କାନ୍ଧ ଦେବାକୁ ଆସୁ ନାହାନ୍ତି ଗାଁ ଲୋକ

୨୫ ବର୍ଷର ଯୁବକଙ୍କ ସମେତ ରାଜ୍ୟରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ଆକ୍ସନ ମୋଡ୍‌‌ରେ କମିଶନରେଟ୍ ପୁଲିସ୍

କରୋନା କବଳରେ କମିଶନରେଟ୍ ପୁଲିସ୍

୨-୪ଟି ମଣ୍ଡପ ଅମାନିଆ ହୋଇ ଅଧିକ ଉଚ୍ଚର ମୂର୍ତ୍ତି ଗଢିଛନ୍ତି : ସିପି

ଚାକିରି ହରାଇଥିଲେ ମିଳିବ ଟଙ୍କା!

ଉପନିର୍ବାଚନ ପୂର୍ବରୁ ଦଳଡ଼ିଆଁ ସକ୍ରିୟ: ରାଜୁ ଛାଡ଼ିଲେ, ରମାକାନ୍ତ ଛାଡ଼ିବେ

ଯେଉଁଠି ରୋଗୀ, ସେଇଠି ମୃତଦେହ!

ବନ୍ୟା କ୍ଷତି : ୧୧୦୦କୋଟିର ସହାୟତା ମାଗିଲା ରାଜ୍ୟ

ଚାଷୀ ଆତ୍ମହତ୍ୟା: ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ତିର୍ତ୍ତୋଲରେ କଂଗ୍ରେସକୁ ଝଟକା, ଦଳରୁ ଇସ୍ତଫା ଦେଲେ ପୂର୍ବ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା