ସିବିଏସ୍‌ଇ ରେଜଲ୍ଟ ବିଭ୍ରାଟ୍‌: ହାଇକୋର୍ଟ ଯାଇଥିବା ୧୭୭ ପିଲାଙ୍କ ଆଡମିଶନ୍‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ ବିଭ୍ରାଟ ମାମଲାରେ ହାଇକୋର୍ଟ ଯାଇଥିବା ୧୭୭ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପ୍ଲସ୍ ଥ୍ରୀରେ ଆଡମିଶନ୍‌ ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦ ଥିବା ବେଳେ ଏମାନଙ୍କ ପାଇଁ ଆଉ ଗୋଟିଏ ଦିନ କୋହଳ କରାଯାଇଛି। ଏହି ୧୭୭ ଛାତ୍ରଛାତ୍ରୀ ୨୧ ତାରିଖ ଭିତରେ ଅପ୍ଲାଇନ ମୋଡ୍‌ରେ ସାମ୍ସ ସେଣ୍ଟର ଜରିଆରେ କମନ୍ ଆପ୍ଲିକେସନ୍ ଫର୍ମରେ ଆବେଦନ କରିପାରିବେ। ତେବେ ଆବେଦନ ଫର୍ମ ସହିତ […]

CBSE3

CBSE3

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 10:54 PM IST

Sports

Latest News

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ ବିଭ୍ରାଟ ମାମଲାରେ ହାଇକୋର୍ଟ ଯାଇଥିବା ୧୭୭ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପ୍ଲସ୍ ଥ୍ରୀରେ ଆଡମିଶନ୍‌ ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦ ଥିବା ବେଳେ ଏମାନଙ୍କ ପାଇଁ ଆଉ ଗୋଟିଏ ଦିନ କୋହଳ କରାଯାଇଛି। ଏହି ୧୭୭ ଛାତ୍ରଛାତ୍ରୀ ୨୧ ତାରିଖ ଭିତରେ ଅପ୍ଲାଇନ ମୋଡ୍‌ରେ ସାମ୍ସ ସେଣ୍ଟର ଜରିଆରେ କମନ୍ ଆପ୍ଲିକେସନ୍ ଫର୍ମରେ ଆବେଦନ କରିପାରିବେ। ତେବେ ଆବେଦନ ଫର୍ମ ସହିତ ଏମାନଙ୍କୁ କୋର୍ଟ ପିଟିସନ୍ କପି ସଂଯୁକ୍ତ କରିବାକୁ ପଡ଼ିବ। ରାୟ ଆସିବାର ୨ ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ମାର୍କସିଟ୍ ଦାଖଲ କରିବା ପରେ ମେରିଟ୍ ଏବଂ ଚଏସ୍ ଅନୁଯାୟୀ ସେମାନଙ୍କର ଆଡମିଶନ୍ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos