ରାଜ୍ୟରେ ଆରମ୍ଭ ହେବ ଇ-ପ୍ରିଜନ୍ ବ୍ୟବସ୍ଥା: ଅନଲାଇନରେ ରହିବ ଅପରାଧୀଙ୍କ ସମସ୍ତ ତଥ୍ୟ

ଭୁବନେଶ୍ୱର: ଜେଲ୍ ପରିଚାଳନାରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ଆରମ୍ଭ କରିବେ ଇ-ପ୍ରିଜନ୍ ବ୍ୟବସ୍ଥା। ଏ ସଂପର୍କିତ ପ୍ରୋଜେକ୍ଟ ରିପୋର୍ଟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଯାଇଛି। ଯୋଜନା ଅନ୍ତର୍ଗତ ଅପରାଧୀଙ୍କ ସଂପର୍କିତ ସମସ୍ତ ତଥ୍ୟ ଅନଲାଇନରେ ରହିବ। ସେହିପରି ରାଜ୍ୟରେ ଥିବା ସମସ୍ତ ଜେଲକୁ ଅନଲାଇନରେ ସଂଯୋଗ କରାଯିବ। ଇ-ପ୍ରିଜନରେ ଥିବା ବ୍ୟବସ୍ଥା ଅନୁଯାୟୀ ଜେଲ ଅନ୍ତେବାସୀଙ୍କ ସମସ୍ତ ତଥ୍ୟ ଅନଲାଇନରେ ଉପଲବ୍ଧ ହେବ। କଏଦୀଙ୍କ ଅପରାଧ ରେକର୍ଡ, ସ୍ୱାସ୍ଥ୍ୟ ସଂପର୍କିତ ସୂଚନା ଓ ଚିକିତ୍ସା […]

jail

jail

Rakesh Mallick
  • Published: Friday, 01 January 2016
  • Updated: 01 January 2016, 05:39 PM IST

Sports

Latest News

ଭୁବନେଶ୍ୱର: ଜେଲ୍ ପରିଚାଳନାରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ଆରମ୍ଭ କରିବେ ଇ-ପ୍ରିଜନ୍ ବ୍ୟବସ୍ଥା। ଏ ସଂପର୍କିତ ପ୍ରୋଜେକ୍ଟ ରିପୋର୍ଟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଯାଇଛି। ଯୋଜନା ଅନ୍ତର୍ଗତ ଅପରାଧୀଙ୍କ ସଂପର୍କିତ ସମସ୍ତ ତଥ୍ୟ ଅନଲାଇନରେ ରହିବ। ସେହିପରି ରାଜ୍ୟରେ ଥିବା ସମସ୍ତ ଜେଲକୁ ଅନଲାଇନରେ ସଂଯୋଗ କରାଯିବ।

ଇ-ପ୍ରିଜନରେ ଥିବା ବ୍ୟବସ୍ଥା ଅନୁଯାୟୀ ଜେଲ ଅନ୍ତେବାସୀଙ୍କ ସମସ୍ତ ତଥ୍ୟ ଅନଲାଇନରେ ଉପଲବ୍ଧ ହେବ। କଏଦୀଙ୍କ ଅପରାଧ ରେକର୍ଡ, ସ୍ୱାସ୍ଥ୍ୟ ସଂପର୍କିତ ସୂଚନା ଓ ଚିକିତ୍ସା ସଂପର୍କିତ ତଥ୍ୟ ଏଥିରେ ରଖାଯିବ। ସେହିପରି ସେମାନଙ୍କ ପରିବାର ଓ ମାମଲା ସଂପର୍କିତ ତଥ୍ୟ ମଧ୍ୟ ଅନଲାଇନରେ ରହିବ। ଆବଶ୍ୟକ ସ୍ଥଳେ ପରିବାର ଲୋକ, ପୋଲିସ ଓ ଜେଲ କର୍ତ୍ତୃପକ୍ଷ ଏହି ତଥ୍ୟ ପାଇପାରିବେ। ପାରୋଲ ଓ ଫର୍ଲୋରେ ଯାଇଥିଲେ କିମ୍ୱା ସର୍ତମୂଳକ ଜାମିନ ପାଇଥିଲେ ବି ସେସବୁ ତଥ୍ୟ ଅନଲାଇନରେ ରହିବ। ସେହିପରି କଏଦୀଙ୍କୁ ଭେଟିବା ଲାଗି ସଂପର୍କୀୟମାନେ ଅନଲାଇନରେ ଆବେଦନ କରିବେ। ସେମାନଙ୍କୁ ଅନଲାଇନରେ ହିଁ ସାକ୍ଷାତ ସମୟ ଦିଆଯିବ। ଅନ୍ୟପକ୍ଷରେ ଜେଲକୁ ଆସୁଥିବା ଓ ଜେଲରୁ ଯାଉଥିବା କଏଦୀଙ୍କ ପାଇଁ ବାୟୋମେଟ୍ରିକ ଫିଙ୍ଗର ପ୍ରିଣ୍ଟ ବ୍ୟବସ୍ଥା ପ୍ରଚଳନ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ଇ-ପ୍ରିଜନ ମାଧ୍ୟମରେ ରାଜ୍ୟରେ ଥିବା ୯୧ଟି ଜେଲକୁ ସଂଯୋଗ କରାଯିବ। ୫୦ଟି ଜେଲରେ ଭିଡିଓ କନଫେରେନସିଂ ବ୍ୟବସ୍ଥା ହେବ। ଏହାସହ ଜେଲରେ ହେଉଥିବା ଖର୍ଚ୍ଚର ହିସାବ ମଧ୍ୟ ଅନଲାଇନରେ ରହିବ। ଏସଂପର୍କିତ ପ୍ରୋଜେକ୍ଟ ରିପୋର୍ଟକୁ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଛନ୍ତି। କେନ୍ଦ୍ରର ମଂଜୁରୀ ମିଳିବା ପରେ ବର୍ଷକ ମଧ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story