ରଥ ନିର୍ମାଣ ପାଇଁ କେନ୍ଦ୍ରର ଅନୁମତି ଲୋଡ଼ିଲା ରାଜ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି ରାଜ୍ୟ। ଲକ୍‌ଡାଉନ ଥିବାରୁ ରଥ କାମ ହେବ କି ନାହିଁ, ସେ ନେଇ ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଥିଲା। ଏଣୁ ପରିଚାଳନା କମିଟି ମିଟିଂ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା। ଅନ୍ୟପକ୍ଷରେ ରଥ […]

ratha

ratha

Tapaswini Nayak
  • Published: Wednesday, 06 May 2020
  • Updated: 06 May 2020, 01:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି ରାଜ୍ୟ। ଲକ୍‌ଡାଉନ ଥିବାରୁ ରଥ କାମ ହେବ କି ନାହିଁ, ସେ ନେଇ ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି।

ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଥିଲା। ଏଣୁ ପରିଚାଳନା କମିଟି ମିଟିଂ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା।

ଅନ୍ୟପକ୍ଷରେ ରଥ ଅନିଶ୍ଚିତତାକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,  ରଥ ନିଷ୍ପତ୍ତି ରାଜ୍ୟ ସରକାରଙ୍କର। ଏଥିରେ କେନ୍ଦ୍ରର ବିଶେଷ ଭୂମିକା ନାହିଁ। ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡ଼ିପାରନ୍ତି। ଦୈନିକ ଦଶଥର କେନ୍ଦ୍ର ସହ ଭିଡିଓ କନଫରେନସିଂ କରୁଛନ୍ତି। ଏକଥା ବି କହିପାରନ୍ତେ, ଚିଠି ଲେଖିବାର କ’ଣ ଆବଶ୍ୟକତା ରହିଛି। ଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ହେବା ଦରକାର, ଲୁଚେଇବା ଦରକାର ନାହିଁ। ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ।

ସୂଚନାଯୋଗ୍ୟ, କରୋନା ପାଇଁ ଲକ୍‌ଡାଉନ ଚାଲିଥିବାରୁ ଏଯାଏ ରଥ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ତେବେ ରଥ ଯାତ୍ରା ହେବା କି ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story