ଏପ୍ରିଲ୍ ୧୧ରୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଟ୍ରିକ୍ ପରୀକ୍ଷା

କଟକ: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଟ୍ରିକ୍ ପରୀକ୍ଷା। ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍ ୧୧ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ୍ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ୭ଟି ଜିଲ୍ଲାର ୨୯୮୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ସପ୍ତମ ପାସ୍ ସ୍କୁଲ୍ ଡ୍ରପ୍ ଆଉଟ୍ ଓ ମାଟ୍ରିକ୍ ଫେଲ୍ ହୋଇଥିବା ବ୍ୟକ୍ତି […]

dakhya-prasad-nanda

dakhya-prasad-nanda

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 02:31 PM IST

Sports

Latest News

[caption id="attachment_77068" align="alignleft" width="300"]dakhya-prasad-nanda ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ[/caption]

କଟକ: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଟ୍ରିକ୍ ପରୀକ୍ଷା। ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍ ୧୧ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ୍ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ୭ଟି ଜିଲ୍ଲାର ୨୯୮୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ।

ସପ୍ତମ ପାସ୍ ସ୍କୁଲ୍ ଡ୍ରପ୍ ଆଉଟ୍ ଓ ମାଟ୍ରିକ୍ ଫେଲ୍ ହୋଇଥିବା ବ୍ୟକ୍ତି ଏହି ପରୀକ୍ଷା ଦେଇ ପାରିବେ। ପରୀକ୍ଷାର୍ଥୀଙ୍କୁ ପାସ୍ କରିବା ପାଇଁ ୫ ବର୍ଷରେ ୯ଟି ସୁଯୋଗ ମିଳିବ।

ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ କହିଛନ୍ତି “ଏ ପରୀକ୍ଷାର ବିଶେଷତ୍ୱ ହେଉଛି ଗୋଟିଏ ପିଲା ଗୋଟିଏ ଚାନ୍ସରେ ପାସ୍ କରି ନ ପାରେ। ସେ ଗୋଟିଏ ଗୋଟିଏ ବିଷୟରେ ପାସ୍ କରି ୫ ବର୍ଷ ମଧ୍ୟରେ ୯ଟି ସୁଯୋଗରେ ପାସ୍ କରି ପାରିବ। ଧରନ୍ତୁ ଗୋଟିଏ ବର୍ଷ ଇଂରାଜୀରେ ପାସ୍ କଲା ତା’ପରେ ଓଡ଼ିଆରେ ପାସ୍ କରିବ।”

ସେ କହିଛନ୍ତି,“ପ୍ରଥମ ଥର ପାଇଁ ମୁକ୍ତବିଦ୍ୟାଳୟର ମାଟ୍ରିକ୍ ପରୀକ୍ଷା କରିବାକୁ ବୋର୍ଡକୁ ଦାୟିତ୍ୱ ଦେଇଛନ୍ତି ସରକାର। ଏପ୍ରିଲ୍ ୧୧ ତାରିଖରୁ ଏ ପରୀକ୍ଷା ଆରମ୍ଭ ହେବ। ଏହା ୧୯ ତାରିଖରେ ସରିବ। ପ୍ରତ୍ୟେକ ଦିନ ସକାଳ ସାଢ଼େ ୭ଟାରେ ପରୀକ୍ଷା ଆରମ୍ଭ ହୋଇ ଦିନ ୧୦ଟାରେ ସରିବ। ଏ ବର୍ଷ ପ୍ରଥମ ଥର ପାଇଁ ହେଉଥିବା ଏହି ପରୀକ୍ଷା ପାଇଁ ମାତ୍ର ୭ଟି ଜିଲ୍ଲାର ୨୯୮୦ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି- କଟକ,ଅନୁଗୋଳ,ପୁରୀ, ମୟୂରଭଞ୍ଜ, ଗଞ୍ଜାମ, କଳାହାଣ୍ଡି ଏବଂ ବଲାଙ୍ଗିର। ୭ଟି ଜିଲ୍ଲାରେ ୧୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ଗୋଟିଏ ଗୋଟିଏ ନୋଡାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବେ। ୨୪ ଘଣ୍ଟିଆ ପୋଲିସ୍ ସୁରକ୍ଷା ମଧ୍ୟରେ ଉକ୍ତ ନୋଡାଲ୍ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ସୁରକ୍ଷିତ ରଖାଯିବ।”

ଏପ୍ରିଲ୍ ୭ ତାରିଖ ସୁଦ୍ଧା ପରୀକ୍ଷାର୍ଥୀମାନେ ସେମାନଙ୍କର ନିଜ ନିଜ ପରୀକ୍ଷା କେନ୍ଦ୍ରଗୁଡ଼ିକରୁ ଆଡ୍‌ମିଟ୍‌କାର୍ଡ ସଂଗ୍ରହ କରି ନେବାକୁ ବୋର୍ଡ ସଭାପତି ଅନୁରୋଧ କରିଛନ୍ତି। ଆଉ ଏପ୍ରିଲ୍ ୧୧ ତାରିଖରୁ ଯିଏ ଯେଉଁ ବିଷୟ ପାଇଁ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି, ସେହି ପରୀକ୍ଷା ଦେବାକୁ ଆସିବେ ବୋଲି ସେ କହିଛନ୍ତି।

ଏ ପରୀକ୍ଷା ସଂପୂର୍ଣ୍ଣ ଭାବେ ସବ୍‌ଜେକ୍ଟିଭ୍ ହେବ। ୧୦୦ ମାର୍କର ପ୍ରଶ୍ନ ରହିବ। ପ୍ରଶ୍ନ ଓ ଉତ୍ତର ଗୋଟିଏ ବୁକ୍‌ଲେଟ୍‌ରେ ରହିବ।

ବୋର୍ଡ ସଭାପତି ଆଶା ରଖିଛନ୍ତି ଯେ ଆଗାମୀ ଦିନରେ ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ିବ। ଆସନ୍ତା ଡିସେମ୍ବର ମାସରେ ହେବାକୁ ଥିବା ପରୀକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୨୦,୦୦୦ରୁ ଅଧିକ ପଞ୍ଜିକରଣ କରି ସାରିଲେଣି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story