ଆସ୍‌ପଣ୍ଡ୍‌ ଭୁଶୁଡ଼ିବା ଘଟଣା: ବେଦାନ୍ତର ୫ଟି ୟୁନିଟ୍‌ ବନ୍ଦ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ୍

ଝାରସୁଗୁଡ଼ା: ଆସ୍‌ପଣ୍ଡ୍ ଭୁଶୁଡ଼ିବା ପରେ ଝାରସୁଗୁଡ଼ାର କାତିକେଲାସ୍ଥିତ ବେଦାନ୍ତ କମ୍ପାନୀର ୫ଟି ୟୁନିଟ୍‌କୁ ବନ୍ଦ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ୍ ଜାରି କରିଛନ୍ତି। ଆଇଟିପିର ଦୁଇଟି ଓ ସିପିପିର ତିନିଟି ପ୍ଲାଣ୍ଟ ବନ୍ଦ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଝାରସୁଗୁଡ଼ାରେ ଥିବା ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟକୁ ମଧ୍ୟ ଚିଠି ଲେଖାଯାଇଛି। ଗତ ୨୮ତାରିଖରେ ବେଦାନ୍ତରୁ ଆସପଣ୍ଡ ଭୁଶୁଡ଼ି ଶହଶହ ଏକର ଜମିରେ ପାଣି ମାଡ଼ିଯାଇଥିଲା। ଝାରସୁଗୁଡ଼ା […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 10:16 AM IST

Sports

Latest News

ଝାରସୁଗୁଡ଼ା: ଆସ୍‌ପଣ୍ଡ୍ ଭୁଶୁଡ଼ିବା ପରେ ଝାରସୁଗୁଡ଼ାର କାତିକେଲାସ୍ଥିତ ବେଦାନ୍ତ କମ୍ପାନୀର ୫ଟି ୟୁନିଟ୍‌କୁ ବନ୍ଦ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୋଟିସ୍ ଜାରି କରିଛନ୍ତି। ଆଇଟିପିର ଦୁଇଟି ଓ ସିପିପିର ତିନିଟି ପ୍ଲାଣ୍ଟ ବନ୍ଦ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଝାରସୁଗୁଡ଼ାରେ ଥିବା ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟକୁ ମଧ୍ୟ ଚିଠି ଲେଖାଯାଇଛି।

ଗତ ୨୮ତାରିଖରେ ବେଦାନ୍ତରୁ ଆସପଣ୍ଡ ଭୁଶୁଡ଼ି ଶହଶହ ଏକର ଜମିରେ ପାଣି ମାଡ଼ିଯାଇଥିଲା। ଝାରସୁଗୁଡ଼ା କାତିକେଲାରେ ଥିବା ବେଦାନ୍ତର ୨ନମ୍ବର ଆସପଣ୍ଡ ଭୁଶୁଡ଼ି ପଡ଼ିବା ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।  ଉତ୍ତ୍ୟକ୍ତ ଲୋକେ ବେଦାନ୍ତ କମ୍ପାନୀର ଫାଟକରେ ତାଲା ପକାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story