ରାଜ୍ୟରେ ଗଠନ ହେବ ସାଇବର୍ ସିକ୍ୟୁରିଟି ପଲିସି

ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ସାଇବର୍ ସିକ୍ୟୁରିଟି ପଲିସି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ କଂପ୍ୟୁଟର ଓ ଏଥିରେ ଥିବା ଡାଟାଗୁଡ଼ିକର ସୁରକ୍ଷା ଉଦ୍ଦେଶ୍ୟରେ ଏହି ପଲିସି ଗଠିତ ହେବ। ସଚିବାଳୟରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାଇବର ସିକ୍ୟୁରିଟି ପଲିସି ଦ୍ୱାରା ବେସାମରିକ ବିମାନ ଚଳାଚଳ, ପରିବହନ ଓ ବ୍ୟାଙ୍କିଂ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟଗୁଡ଼ିକର ଡାଟାଗୁଡ଼ିକୁ ସୁରକ୍ଷା ଦିଆଯାଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। କଂପ୍ୟୁଟର୍ ବ୍ୟବହାର […]

b.k.sharma

b.k.sharma

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 03:14 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଗଠନ ହେବ ସାଇବର୍ ସିକ୍ୟୁରିଟି ପଲିସି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ କଂପ୍ୟୁଟର ଓ ଏଥିରେ ଥିବା ଡାଟାଗୁଡ଼ିକର ସୁରକ୍ଷା ଉଦ୍ଦେଶ୍ୟରେ ଏହି ପଲିସି ଗଠିତ ହେବ। ସଚିବାଳୟରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାଇବର ସିକ୍ୟୁରିଟି ପଲିସି ଦ୍ୱାରା ବେସାମରିକ ବିମାନ ଚଳାଚଳ, ପରିବହନ ଓ ବ୍ୟାଙ୍କିଂ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟଗୁଡ଼ିକର ଡାଟାଗୁଡ଼ିକୁ ସୁରକ୍ଷା ଦିଆଯାଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। କଂପ୍ୟୁଟର୍ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରାଯିବା, ପ୍ରତି କାର୍ଯ୍ୟାଳୟରେ ସରକାରୀ ଇମେଲ୍ ବ୍ୟବହାର କରିବା, ପ୍ରତି ଅଫିସ୍‌ରେ ଜଣେ ଲେଖାଏଁ ଇନ୍‌ଫର୍ମେସନ୍ ସିକ୍ୟୁରିଟି ଅଫିସ୍‌ରେ ନିଯୁକ୍ତି କରାଯିବା ଉପରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ କ୍ରାଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମାଙ୍କୁ ସାଇବର୍ ଇନ୍‌ଫର୍ମେସନ୍ ସିକ୍ୟୁରିଟି ଅଫିସର ଭାବେ ଦାୟିତ୍ୱ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଗତ କିଛି ଦିନ ତଳେ ଗଞ୍ଜାମ ଆର୍‌ଟିଓ ଏବଂ ଓୟୁଏଟି ୱେବ୍‌ସାଇଟ୍ ହ୍ୟାକ୍ ଭଳି ଘଟଣା ସାମ୍ନାକୁ ଆସିବା ପରେ ସାଇବର୍ ସିକ୍ୟୁରିଟି ପଲିସି ଗଠନ ନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମା, ଆଇଟି ବିଭାଗର ସଚିବ, କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟ ଓ ଓକାକ୍‌ର କର୍ମକର୍ତ୍ତା ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story