ଆମ ଅବସ୍ଥା କର୍ଣ୍ଣାଟକ ଭଳି ହେବ, ୪୦ ବିଧାୟକ ଆଡଭାନ୍ସ ନେଇ ସାରିଲେଣି !

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଜଣେ ବନ୍ଧୁ ମୋତେ କହିଲେ ଯେ, ବିଜେପି ଆଡଭାନ୍ସ ଦେଇଛି। ବିଜେଡିର ୪୦ ଜଣ ବିଧାୟକଙ୍କୁ ଆଡଭାନ୍ସ ଦେଇଛି ବିଜେପି। ୨୦୧୯ରେ ବିଧାୟକ ଭାବେ ଜିତିଲେ ବିଜେପିକୁ ସେମାନେ କୁଆଡେ ସମର୍ଥନ ଦେବେ। କର୍ଣ୍ଣାଟକ ଭଳି ପରିସ୍ଥିତି ସୃଷ୍ଟି କରି ବିଜେପିକୁ ସେମାନେ ସମର୍ଥନ ଦେବେ।” ଏମିତି ଧାଡିଏ କଥା କହି ଆଜି ପୁଣି ବିସ୍ଫୋରଣ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଦାମଙ୍କର ଏହି କଥା […]

baaa

baaa

Rakesh Mallick
  • Published: Friday, 18 May 2018
  • Updated: 18 May 2018, 08:17 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଜଣେ ବନ୍ଧୁ ମୋତେ କହିଲେ ଯେ, ବିଜେପି ଆଡଭାନ୍ସ ଦେଇଛି। ବିଜେଡିର ୪୦ ଜଣ ବିଧାୟକଙ୍କୁ ଆଡଭାନ୍ସ ଦେଇଛି ବିଜେପି। ୨୦୧୯ରେ ବିଧାୟକ ଭାବେ ଜିତିଲେ ବିଜେପିକୁ ସେମାନେ କୁଆଡେ ସମର୍ଥନ ଦେବେ। କର୍ଣ୍ଣାଟକ ଭଳି ପରିସ୍ଥିତି ସୃଷ୍ଟି କରି ବିଜେପିକୁ ସେମାନେ ସମର୍ଥନ ଦେବେ।”

ଏମିତି ଧାଡିଏ କଥା କହି ଆଜି ପୁଣି ବିସ୍ଫୋରଣ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ଦାମଙ୍କର ଏହି କଥା ପଦକ ଶୁଣି ରାଜ୍ୟବାସୀ ହତବାକ୍‌ ହୋଇପଡ଼ିଛନ୍ତି। ସାରା ଦେଶରେ କର୍ଣ୍ଣାଟକ ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଓଡ଼ିଶା ପରିପ୍ରେକ୍ଷୀରେ ଦାମଙ୍କର ଏଭଳି ମନ୍ତବ୍ୟ ରାଜନୈତିକ ପଣ୍ଡିତମାନଙ୍କୁ ଚକିତ କରିଦେଇଛି।

ବାସ୍ତବରେ ତାଙ୍କର ଏହି କଥା ପଦକରେ ଡାକ୍ତର ରାଉତ ଉଭୟ ବିଜେପି ଓ ବିଜେଡିକୁ ବାଣ ମାରିଛନ୍ତି। ବିଶେଷକରି ସେ ବିଜେପିର ରଣନୀତି ସଂପର୍କରେ ଏକ ଆଡଭାନ୍ସ ବୋମା ଛାଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଡାକ୍ତର ରାଉତ ନିଜର ଜଣେ ବନ୍ଧୁଙ୍କ କଥାକୁ ହିଁ ମିଡିଆ ଆଗରେ ଉପସ୍ଥାପନ କରିଛନ୍ତି। କିନ୍ତୁ ସେ ବନ୍ଧୁ କିଏ ସେ ସଂପର୍କରେ କିଛି କହିନାହାଁନ୍ତି। କିନ୍ତୁ ଏହା ଯେ ବିଜେଡି ପାଇଁ ଏକ ସତର୍କ ଘଣ୍ଟି ତାହା ନିଶ୍ଚିତ।

ଦାମ ଏ କଥା ବି ଇଙ୍ଗିତ କରିଛନ୍ତି ଯେ, ଆଗାମୀ ନିର୍ବଚନରେ କିଛି ବିଜେଡି ବିଧାୟକଙ୍କର ଟିକେଟ ବି କଟୁଛି। ଦାମ କହିଛନ୍ତି, - “ଯାହାକୁ ବିଜେପି ଆଡଭାନ୍ସ ଦେବ, ସେ ରହିବା କ’ଣ ଗ୍ୟାରେଣ୍ଟି ଅଛି ? ଆଉ ଆଡଭାନ୍ସ ପାଇଥିବା ବିଧାୟକ ଯେ ପ୍ରାର୍ଥୀ ହେବେ ତା’ର ବି କିଛି ଗ୍ୟାରେଣ୍ଟି ନାହିଁ। ହେଲେ ଓଡ଼ିଶାରେ ବିଜେପିର ସ୍ଥିତି ରହିବନି।” ତେବେ ଦାମଙ୍କ କଥାରେ ସତ୍ୟତା କେତେ, ତାଙ୍କ ଗଣିତ କେତେ ଠିକ୍ ଓ କେତେ ଭୁଲ୍ ତାହା ଆଗାମୀ ଦିନରେ ଜଣାପଡ଼ିବ। କିନ୍ତୁ ଏହା ବିଜେଡି ସମର୍ଥକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ବିଜେପିର କିଣାବିକା କାରବାରକୁ ପଦାରେ ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story