କୋଣାର୍କ: ଷ୍ଟାଣ୍ଡାର୍ଡ ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଶିକ୍ଷକ ଗିରଫ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ଥାନା ଶ୍ରୀଚନ୍ଦନପୁର ଗାଁରେ ଥିବା ଗୌରାଙ୍ଗ ଚରଣ ଇଂରାଜୀ ମାଧ୍ୟମ ସ୍କୁଲର ଜଣେ ଶିକ୍ଷକ ଜଣେ ଷ୍ଟାଣ୍ଡାର୍ଡ-୩ରେ ପଢୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଇଂରାଜୀ ଶିକ୍ଷକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନାର ରାମନଗର ଗାଁର ପ୍ରଶାନ୍ତ ମିସ୍ତ୍ରୀ। ତାଙ୍କୁ ଗିରଫ କରାଯାଇଛି। ସେ ଏହି ଘଟଣା ପରେ ଫେରାର ହୋଇଯାଇଥିଲେ। ତେବେ ରାତିରେ ତାଙ୍କୁ ଗିରଫ କରାଯାଇଥିଲା।  ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସମ୍ପୃକ୍ତ […]

prasant mistri

prasant mistri

Rakesh Mallick
  • Published: Friday, 06 May 2016
  • Updated: 06 May 2016, 04:10 PM IST

Sports

Latest News

student rapedକୋଣାର୍କ: ପୁରୀ ଜିଲ୍ଲା କାକଟପୁର ଥାନା ଶ୍ରୀଚନ୍ଦନପୁର ଗାଁରେ ଥିବା ଗୌରାଙ୍ଗ ଚରଣ ଇଂରାଜୀ ମାଧ୍ୟମ ସ୍କୁଲର ଜଣେ ଶିକ୍ଷକ ଜଣେ ଷ୍ଟାଣ୍ଡାର୍ଡ-୩ରେ ପଢୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଇଂରାଜୀ ଶିକ୍ଷକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନାର ରାମନଗର ଗାଁର ପ୍ରଶାନ୍ତ ମିସ୍ତ୍ରୀ। ତାଙ୍କୁ ଗିରଫ କରାଯାଇଛି।

ସେ ଏହି ଘଟଣା ପରେ ଫେରାର ହୋଇଯାଇଥିଲେ। ତେବେ ରାତିରେ ତାଙ୍କୁ ଗିରଫ କରାଯାଇଥିଲା।

 ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସମ୍ପୃକ୍ତ ସ୍କୁଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଥିଲେ।

ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ଗତକାଲି ସନ୍ଧ୍ୟାରେ ଛାତ୍ରୀଜଣଙ୍କ ଉକ୍ତ ଶିକ୍ଷକଙ୍କ ନିକଟକୁ ଟ୍ୟୁସନ୍ ହେବାକୁ ଯାଇଥିଲେ। ତେବେ ଏହି ସମୟରେ ଛାତ୍ରୀ ଜଣଙ୍କୁ ସେ ଦୁଷ୍ମର୍ମ କରିଥିଲେ। ଛାତ୍ରୀଜଣଙ୍କ ଏନେଇ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇବା ପରେ କଥା ପ୍ରଘଟ ହୋଇଥିଲା। ଏନେଇ ଛାତ୍ରୀଙ୍କ ପରିବାରବର୍ଗ କାକଟପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆଜି ସକାଳ ଅଭିଯୁକ୍ତ ଶିକ୍ଷକ ଜଣକ ସ୍କୁଲରେ ନ ଥିବା ସୂଚନା ପାଇ ସ୍ଥାନୀୟ ଲୋକେ ସ୍କୁଲର ଆସବାବପତ୍ର ଭଙ୍ଗାରୁଜା କରିଥିଲେ।

ଏନେଇ ସ୍କୁଲ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଶୈଳେନ୍ଦ୍ର ପାତ୍ର କହିଛନ୍ତି,“ସ୍କୁଲ ପକ୍ଷରୁ ଉକ୍ତ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି। ତାଙ୍କ ପ୍ରତି ଆଇନ ଅନୁସାରେ ଯେଉଁ ପଦକ୍ଷେପ ନିଆଯିବ ସେଥିରେ ସ୍କୁଲର କୌଣସି ଆପତ୍ତି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story