ଷ୍ଟିୟରିଂ ଫଲ୍ଟ ଯୋଗୁଁ ବସ୍‌ଟି ତଳକୁ ଖସିଥିଲା: ମହାରାଜା ବସ୍‌ ଡ୍ରାଇଭର

ଅନୁଗୋଳ: ଡ୍ରାଇଭର ଫୋନ୍‌ରେ କଥା ହେବା ସହ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ବସ୍‌ ଦୁର୍ଘଟଣା ଘଟିଥିବା ୪ ଜଣିଆ ତଦନ୍ତ ଟିମ୍‌ ରିପୋର୍ଟ ଦେଇଥିଲେ। ତେବେ ଏପରି ଅଭିଯୋଗକୁ ଗତକାଲି ଗିରଫ ହୋଇଥିବା ‘ମହାରାଜା’ ଡ୍ରାଇଭର ବୀରେନ୍ଦ୍ର ବେହେରା ଖଣ୍ଡନ କରିଛନ୍ତି। ସେ ସଫେଇ ଦେଇ କହିଛନ୍ତି, “ଷ୍ଟିୟରିଂ ଫଲ୍ଟ ଯୋଗୁଁ ବସ୍‌ଟି ପୋଲ ତଳକୁ ଖସି ପଡିଥିଲା। ମୋବାଇଲରେ କଥା ହେଉ ନ ଥିଲି କି ଗାଡି ଦ୍ରୁତ ଗତିରେ […]

driver arrested

driver arrested

Rakesh Mallick
  • Published: Monday, 12 September 2016
  • Updated: 12 September 2016, 10:02 PM IST

Sports

Latest News

bus2ଅନୁଗୋଳ: ଡ୍ରାଇଭର ଫୋନ୍‌ରେ କଥା ହେବା ସହ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ବସ୍‌ ଦୁର୍ଘଟଣା ଘଟିଥିବା ୪ ଜଣିଆ ତଦନ୍ତ ଟିମ୍‌ ରିପୋର୍ଟ ଦେଇଥିଲେ। ତେବେ ଏପରି ଅଭିଯୋଗକୁ ଗତକାଲି ଗିରଫ ହୋଇଥିବା ‘ମହାରାଜା’ ଡ୍ରାଇଭର ବୀରେନ୍ଦ୍ର ବେହେରା ଖଣ୍ଡନ କରିଛନ୍ତି। ସେ ସଫେଇ ଦେଇ କହିଛନ୍ତି, “ଷ୍ଟିୟରିଂ ଫଲ୍ଟ ଯୋଗୁଁ ବସ୍‌ଟି ପୋଲ ତଳକୁ ଖସି ପଡିଥିଲା। ମୋବାଇଲରେ କଥା ହେଉ ନ ଥିଲି କି ଗାଡି ଦ୍ରୁତ ଗତିରେ ଚାଲୁ ନ ଥିଲା।”

୪ ଜଣିଆ ଟିମ୍‌ ବସ୍‌ର ଫିଟ୍‌ନେସ ଓ ପରମିଟ୍‌ ଠିକ ଥିବା କହିଥିଲେ। କିନ୍ତୁ ଗତ ଏପ୍ରିଲ ମାସରେ ଏହି ବସ୍‌ର ଫିଟ୍‌ନେସ ନବୀକରଣ ହୋଇଥିଲେ ମଧ୍ୟ ଟାୟାର ଅତି ଦୁର୍ବଳ ଥିବା ଓ ଗାଡିଟି ଡିଜେଲ ବଦଳରେ କିରୋସିନ୍‌ରେ ଚାଲୁଥିଲା ବୋଲି ଜଣାପଡିଛି। ଜାଲ୍‌ କାଗଜପତ୍ର ଜରିଆରେ ଗାଡିର ଫଟ୍‌ନେସ ହାସଲ କରାଯାଇଥିବା ଅଭିଯୋଗ ହୋଇଛି।

ସିଟୁର ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା କହିଛନ୍ତି,“ଦୁର୍ଘଟଣା ହୋଇଥିବା ବସ୍‌ର ଟାୟାରକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହୋଇଯାଉଛି ଯେ ଗାଡିର ଅବସ୍ଥା କ’ଣ ଥିଲା। ଆମେ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରୁଛୁ।”

ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା କହିଛନ୍ତି,“ଗାଡିର ଟାୟାର ଖରାପ ଥିଲା। କିନ୍ତୁ ହସ୍ତଗତ ହୋଇଥିବା ଡକ୍ୟୁମେଣ୍ଟ ଅନୁସାରେ ଗାଡିର ଫିଟ୍‌ନେସ ଠିକ୍‌ ଥିଲା। ଏହି ଗାଡିର ମାଲିକ କିଏ ତାହାର ଯାଞ୍ଚ କରାଯାଉଛି। ଖୁବଶୀଘ୍ରର ଏହାର ତଦନ୍ତ ଶେଷ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story