ପଛରେ ରହିଲା ଲୋଭ, ଆଗକୁ ଆସିଲା ମାନବିକତା: ଚର୍ଚ୍ଚାରେ ଦୁଇ କଲେଜ୍‌ ଛାତ୍ରୀ

କଟକ: ଆଜିର ଦୁନିଆରେ ଧିରେ ଧିରେ ମଣିଷପଣିଆ ହଜି ଯାଉଥିବାର ବହୁ ନଜିର ରହିଛି। ତେବେ ଆଜି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟରେ ଏବେ ବି ଭରି ରହିଛି ମାନବିକତା। ଯାହା ଦେଖାଯାଇଛି କଟକର ଦୁଇ ଛାତ୍ରୀ ରଶ୍ମିତା ଓ ସୁଜାତାଙ୍କ ପାଖରେ। ସ୍ୱେଚ୍ଛାସେବୀ ଭାବେ କଟକ ମଧୁପାଟଣା ଛକରେ ଏହି ଦୁଇ ଛାତ୍ରୀ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥାନ୍ତି। ସବୁଦିନ ପରି ଗତକାଲି ମଧ୍ୟ ଏହି ଦୁଇ ଜଣ ଛାତ୍ରୀ ଟ୍ରାଫିକ୍‌ ଡ୍ୟୁଟି କରୁଥିବା […]

trafic

trafic

Rakesh Mallick
  • Published: Friday, 05 May 2017
  • Updated: 05 May 2017, 09:29 PM IST

Sports

Latest News

କଟକ: ଆଜିର ଦୁନିଆରେ ଧିରେ ଧିରେ ମଣିଷପଣିଆ ହଜି ଯାଉଥିବାର ବହୁ ନଜିର ରହିଛି। ତେବେ ଆଜି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ହୃଦୟରେ ଏବେ ବି ଭରି ରହିଛି ମାନବିକତା। ଯାହା ଦେଖାଯାଇଛି କଟକର ଦୁଇ ଛାତ୍ରୀ ରଶ୍ମିତା ଓ ସୁଜାତାଙ୍କ ପାଖରେ। ସ୍ୱେଚ୍ଛାସେବୀ ଭାବେ କଟକ ମଧୁପାଟଣା ଛକରେ ଏହି ଦୁଇ ଛାତ୍ରୀ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥାନ୍ତି। ସବୁଦିନ ପରି ଗତକାଲି ମଧ୍ୟ ଏହି ଦୁଇ ଜଣ ଛାତ୍ରୀ ଟ୍ରାଫିକ୍‌ ଡ୍ୟୁଟି କରୁଥିବା ବେଳେ ଲକ୍ଷାଧିକ ଟଙ୍କା ରାସ୍ତାରୁ ପାଇ ସୁଦ୍ଧା ପୋଲିସକୁ ଫେରାଇ ଦେଇଛନ୍ତି। ଆଉ ଏହି କାର୍ଯ୍ୟ ପାଇଁ କେବଳ ଶୁଭେଛୁ କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି।

କଟକ ଜଗତପୁର ଅଞ୍ଚଳର ରବୀନ୍ଦ୍ର ପଣ୍ଡାଙ୍କ ଝିଅ ସୁଜାତା ଜେକେବିକେ କଲେଜରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ। ଏନସିସି କ୍ୟାଡେ଼ଟ ସୁଜାତା ୪ ମାସ ତଳେ କଟକ ଟ୍ରାଫିକ ପୋଲିସରେ ସ୍ୱେଚ୍ଛାସେବୀ ଭାବେ କାମ କରିଆସୁଛନ୍ତି। ସେହପରି କଟକ ତେଲେଙ୍ଗାପେଣ୍ଠ ଅଞ୍ଚଳର ଝରେନ୍ଦ୍ର ବେହେରାଙ୍କ ଝିଅ ରଶ୍ମିତା ମଧ୍ୟ ଜେକେବିକେ କଲେଜରେ ସୁଜାତାଙ୍କ ସହପାଠୀ। ଦୁଇଜଣ ସାଙ୍ଗ ଏକାଠି କଟକ କମିଶନରେଟ ଟ୍ରାଫିକ ପୋଲିସରେ ସ୍ୱେଚ୍ଛାସେବୀ ଭାବେ କାମ କରନ୍ତି। ଦିନକୁ ପାରିଶ୍ରମିକ ମାତ୍ର ୧୦୦ ଟଙ୍କା ପାଇଥାନ୍ତି। ଏଭଳି କାର୍ଯ୍ୟ ପାଇଁ  ଦୁଇଜଣଙ୍କ ପରିବାର ଆଜି ଗର୍ବିତ। ଦୁଇଜଣଙ୍କ ମାନବିକତା ପାଇଁ ଏବେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story