ବଲାଙ୍ଗିରରେ ବାଇପାସ୍ ଦାବିରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିରରେ ଜନସଂଖ୍ୟା ବଢ଼ିବା ସହ ଯାନବାହନ ଚଳାଚଳ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସହର ଦେଇ ଯାଇଛି ଦୁଇଟି ରାଜପଥ ଯାଇଛି। ଏହାସତ୍ତ୍ୱେ ସହରରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ଏ ଦୃଷ୍ଟିରେ ରଖି ବହୁତ ସମୟରେ ବିଭିନ୍ନ ବର୍ଗ ପକ୍ଷରୁ ବାଇପାସ୍‌ ନିର୍ମାଣ ଦାବି ହୋଇଆସିଛି। ଏପରି ଦାବି ନେଇ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ବାଇପାସ୍ କାମ ଆରମ୍ଭ […]

b1

b1

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 09:40 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିରରେ ଜନସଂଖ୍ୟା ବଢ଼ିବା ସହ ଯାନବାହନ ଚଳାଚଳ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସହର ଦେଇ ଯାଇଛି ଦୁଇଟି ରାଜପଥ ଯାଇଛି। ଏହାସତ୍ତ୍ୱେ ସହରରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି। ଏ ଦୃଷ୍ଟିରେ ରଖି ବହୁତ ସମୟରେ ବିଭିନ୍ନ ବର୍ଗ ପକ୍ଷରୁ ବାଇପାସ୍‌ ନିର୍ମାଣ ଦାବି ହୋଇଆସିଛି। ଏପରି ଦାବି ନେଇ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ବାଇପାସ୍ କାମ ଆରମ୍ଭ ନହେଲେ, ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos