ଧର୍ମଘଟରୁ ଓହରିଲା ବସ୍‌ ମାଲିକ ସଂଘ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହେବାକୁ ଥିବା ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ଜେନେରାଲ ବଡି ମିଟିଂରେ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଆଠମଲ୍ଲିକ୍‌ ମାଣତ୍ରୀ ପୋଲରେ ଘଟିଥିବା ବସ୍‌ ଦୁର୍ଘଟଣାରେ ଗିରଫ ହୋଇଥିବା ସଂପୃକ୍ତ ବସ୍‌ ମାଲିକ ଋଷଭ ତ୍ରିପାଠୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆସନ୍ତା ୭ରୁ ବସ୍‌ ଧର୍ମଘଟର ଡାକରା ଦେଇଥିଲା ସଂଘ। ତେବେ ବୁଧବାର ଗିରଫ ବସ୍‌ ମାଲିକ ଜାମିନ୍‌ରେ ଖଲାସ ହେବା […]

bus

bus

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 09:30 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହେବାକୁ ଥିବା ବସ୍‌ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ଜେନେରାଲ ବଡି ମିଟିଂରେ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଆଠମଲ୍ଲିକ୍‌ ମାଣତ୍ରୀ ପୋଲରେ ଘଟିଥିବା ବସ୍‌ ଦୁର୍ଘଟଣାରେ ଗିରଫ ହୋଇଥିବା ସଂପୃକ୍ତ ବସ୍‌ ମାଲିକ ଋଷଭ ତ୍ରିପାଠୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆସନ୍ତା ୭ରୁ ବସ୍‌ ଧର୍ମଘଟର ଡାକରା ଦେଇଥିଲା ସଂଘ। ତେବେ ବୁଧବାର ଗିରଫ ବସ୍‌ ମାଲିକ ଜାମିନ୍‌ରେ ଖଲାସ ହେବା ପରେ ଧର୍ମଘଟ ଡାକରା ପ୍ରତ୍ୟାହୃତ ହୋଇଛି ବୋଲି ସଂଘ ସୂଚନା ଦେଇଛି। ଏହାସହିତ ସୁରକ୍ଷିତ ଯାତ୍ରୀ ପରିବହନ ପାଇ ବସ୍‌ ମାଲିକ ସଂଘ ବିଭିନ୍ନ ପଦକ୍ଷେପ ନେଇଛି ବୋଲି ସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story