କଣ୍ଟେନମେଣ୍ଟ ଦାବିରେ ଅନୁଗୋଳ ପୌରାଞ୍ଚଳ ୧୨ ଘଣ୍ଟିଆ ବନ୍ଦ

ଅନୁଗୋଳ(ବିରଜା ପ୍ରସାଦ ଦାଶ): କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଅନୁଗୋଳ ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଉଥିବାରୁ ସହରରେ କମ୍ପାନୀ ବସ୍ ଚଳାଚଳ ବନ୍ଦ କରିବା, କରୋନାର ହଟସ୍ପଟ ପାଲଟିଥିବା ଶିଳ୍ପାନୁଷ୍ଠାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଓ ଏହାସହ ଅନୁଗୋଳ ସହରକୁ ସାନିଟାଇଜ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ଏହି ଦାବିଗୁଡ଼ିକ ନେଇ କଂଗ୍ରେସ ପକ୍ଷରୁ ବାରମ୍ବାର ପ୍ରଶାସନକୁ ଦାବିପତ୍ର ଦିଆଯାଇଥିଲେ […]

aaaaaaaaaa

aaaaaaaaaa

Tapaswini Nayak
  • Published: Wednesday, 22 July 2020
  • Updated: 22 July 2020, 12:12 PM IST

Sports

Latest News

ଅନୁଗୋଳ(ବିରଜା ପ୍ରସାଦ ଦାଶ): କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଅନୁଗୋଳ ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଉଥିବାରୁ ସହରରେ କମ୍ପାନୀ ବସ୍ ଚଳାଚଳ ବନ୍ଦ କରିବା, କରୋନାର ହଟସ୍ପଟ ପାଲଟିଥିବା ଶିଳ୍ପାନୁଷ୍ଠାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଓ ଏହାସହ ଅନୁଗୋଳ ସହରକୁ ସାନିଟାଇଜ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଇଛି।

ଏହି ଦାବିଗୁଡ଼ିକ ନେଇ କଂଗ୍ରେସ ପକ୍ଷରୁ ବାରମ୍ବାର ପ୍ରଶାସନକୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହା ପ୍ରତିବାଦରେ ନଗର କଂଗ୍ରେସ କମିଟି ପକ୍ଷରୁ  ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ସମୟରେ ଗାଡ଼ିଚଳ ଚଳାଚଳ ଓ ଅତି ଆବଶ୍ୟକ ଦୋକାନ ଛାଡ଼ି ଅନ୍ୟ ଦୋକାନଗୁଡ଼ିକ ବନ୍ଦ ରହିଛି। ମେଡିସିନ୍, କ୍ଷୀର ଓ ଗ୍ରୋସରୀ ଦୋକାନ ଦୋକାନ ଖୋଲା ରହିଛି। କଂଗ୍ରେସ କର୍ମୀମାନେ ବାଇକ୍‌ ରାଲି ମଧ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story