ବିଭିନ୍ନ ଦାବି ନେଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଲାଇବ୍ରେରୀ, ପଢ଼ା ବହି, ମ୍ୟୁଜିକାଲ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଉପଲବ୍ଧ କରାଇବା ଦାବିରେ ବୁଧବାର ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ। ସେମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଏହି ସବୁ ଦାବି ନେଇ ପୂର୍ବରୁ ଛାତ୍ରଛାତ୍ରୀମାନେ ତିନି ଥର ଆନ୍ଦୋଳନ କରିଥିଲେ। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ବସି ଯାଇଥିଲେ। ତେଣୁ ଆଜି ପୁଣି ଥରେ ଧାରଣା ଦିଆଯାଇଥିଲା ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। […]

ph-utkal

ph-utkal

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 01:38 PM IST

Sports

Latest News

ph-utkalଭୁବନେଶ୍ୱର: ଲାଇବ୍ରେରୀ, ପଢ଼ା ବହି, ମ୍ୟୁଜିକାଲ୍ ଇନ୍‌ଷ୍ଟ୍ରୁମେଣ୍ଟ୍ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଉପଲବ୍ଧ କରାଇବା ଦାବିରେ ବୁଧବାର ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ। ସେମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।

ଏହି ସବୁ ଦାବି ନେଇ ପୂର୍ବରୁ ଛାତ୍ରଛାତ୍ରୀମାନେ ତିନି ଥର ଆନ୍ଦୋଳନ କରିଥିଲେ। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ବସି ଯାଇଥିଲେ। ତେଣୁ ଆଜି ପୁଣି ଥରେ ଧାରଣା ଦିଆଯାଇଥିଲା ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ମୁକ୍ତେଶ୍ୱର ସେନାପତି ନାମକ ଜଣେ ଛାତ୍ର କହିଛନ୍ତି,“ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ସମସ୍ୟା ରହିଛି। କିନ୍ତୁ ସମସ୍ୟାଗୁଡ଼ିକର ସମାଧାନ କରାଯାଉନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହୁଛନ୍ତି ନୂଆ କ୍ୟାମ୍ପସ୍‌କୁ ଗଲେ ସବୁ ସମସ୍ୟା ଦୂର ହୋଇଯିବ। ନୂଆ କ୍ୟାମ୍ପସର ବାହାନା ଦେଖାଇ କୌଣସି ସମସ୍ୟାର ସମାଧାନ କରାଯାଉନାହିଁ। ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ଲେସ୍‌ମେଣ୍ଟ୍ ନେଇ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଏହାକୁ ଏସିଆ ମହାଦେଶର ଏକମାତ୍ର ସଂସ୍କୃତି ବିଶ୍ୱବିଦ୍ୟାଳୟ କୁହାଯାଉଛି। କିନ୍ତୁ ବାସ୍ତବରେ ଏଠି କିଛି ନାହିଁ।”

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ଦେବେନ୍ଦ୍ର ଜେନା କହିଛନ୍ତି,“ଏଠାରେ ଆମର ଜାଗାର ଅଭାବ ରହିଛି। ତେଣୁ ଭିତ୍ତିଭୂମି ନେଇ କିଛି କିଛି ସମସ୍ୟା ରହିଛି। ତେବେ ସରକାର ନୂଆ କ୍ୟାମ୍ପସ୍ ପାଇଁ ମଦନପୁରରେ ୫୦ ଏକର ଜାଗା ଦେଇଛନ୍ତି। ନୂଆ କ୍ୟାମ୍ପସର ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆସନ୍ତା ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହରେ ଏହାକୁ ଉଦ୍‌ଘାଟନ କରାଯିବ।  ନୂଆ କ୍ୟାମ୍ପସ୍‌କୁ ଗଲେ ଭିତ୍ତିଭୂମି ଜନିତ ସମସ୍ୟାଗୁଡ଼ିକ ଦୂର ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story