ରବିଶଙ୍କର ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: କଟକ ନରାଜସ୍ଥିତ ରବିଶଙ୍କର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୋମାଶ୍ରୀ ଦେ। ତାଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁରରେ। ସୋମାଶ୍ରୀ ଯୋଗ ବିଭାଗର ଯୁକ୍ତ ୩ର ଛାତ୍ରୀ ଥିଲେ। ସେ ବିଶ୍ୱବିଦ୍ୟାଳୟର ହେଷ୍ଟଲ୍‌ରେ ରହୁଥିଲେ। ଆଜି ସକାଳେ ହଷ୍ଟେଲ୍‌ ରୁମ୍‌ରେ ଫ୍ୟାନ୍‌ରେ ଝୁଲିଥିବା ଅବସ୍ଥାରେ ତାଙ୍କୁ ଅନ୍ତେବାସୀମାନେ ଦେଖିଥିଲେ ଓ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇ ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମାଶ୍ରୀ […]

somashree

somashree

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 05:31 PM IST

Sports

Latest News

କଟକ: କଟକ ନରାଜସ୍ଥିତ ରବିଶଙ୍କର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୋମାଶ୍ରୀ ଦେ। ତାଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁରରେ।

ସୋମାଶ୍ରୀ ଯୋଗ ବିଭାଗର ଯୁକ୍ତ ୩ର ଛାତ୍ରୀ ଥିଲେ। ସେ ବିଶ୍ୱବିଦ୍ୟାଳୟର ହେଷ୍ଟଲ୍‌ରେ ରହୁଥିଲେ। ଆଜି ସକାଳେ ହଷ୍ଟେଲ୍‌ ରୁମ୍‌ରେ ଫ୍ୟାନ୍‌ରେ ଝୁଲିଥିବା ଅବସ୍ଥାରେ ତାଙ୍କୁ ଅନ୍ତେବାସୀମାନେ ଦେଖିଥିଲେ ଓ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇ ଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋମାଶ୍ରୀ ରୁମ୍‌ରୁ ବଙ୍ଗଳା ଭାଷାରେ ଲେଖାଯାଇଥିବା ଏକ ସୁଇସାଇଡ୍‌ ନୋଟ୍‌କୁ ବାରଙ୍ଗ ପୋଲିସ ଜବତ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story