ରାଜ୍ୟ ଛାତ୍ର କଂଗ୍ରେସ ମୁଖପାତ୍ର ଅଜୟ ପଣ୍ଡା ଦଳରୁ ନିଲମ୍ବିତ  

ଭୁବନେଶ୍ୱର: ରାଜ୍ୟ ଛାତ୍ର କଂଗ୍ରେସ ମୁଖପାତ୍ର ଅଜୟ ପଣ୍ଡାଙ୍କୁ ଆଜି ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗତ ୯ ତାରିଖରେ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ଦଳର ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ଛାତ୍ର କଂଗ୍ରେସ ନେତା ଓ କର୍ମୀ ଜୋରଦାର ବିରୋଧ କରିଥିଲେ। ଏହି ଘଟଣାରେ ଛାତ୍ର କଂଗ୍ରେସ ଉପସଭାପତି କିରଣ ସାହୁ ଓ ସାଧାରଣ […]

cong

cong

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 09:54 PM IST

ଭୁବନେଶ୍ୱର: ରାଜ୍ୟ ଛାତ୍ର କଂଗ୍ରେସ ମୁଖପାତ୍ର ଅଜୟ ପଣ୍ଡାଙ୍କୁ ଆଜି ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଗତ ୯ ତାରିଖରେ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରେ ଦଳର ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ଛାତ୍ର କଂଗ୍ରେସ ନେତା ଓ କର୍ମୀ ଜୋରଦାର ବିରୋଧ କରିଥିଲେ। ଏହି ଘଟଣାରେ ଛାତ୍ର କଂଗ୍ରେସ ଉପସଭାପତି କିରଣ ସାହୁ ଓ ସାଧାରଣ ସଂପାଦକ ଅଶୋକ ନାୟକଙ୍କୁ ଏନ୍‌ଏସ୍‌ୟୁଆଇ ପକ୍ଷରୁ ନୋଟିସ୍ ପଠାଯାଇଥିଲା।

ଅନ୍ୟପକ୍ଷରେ ଆଜି କିଛି ଛାତ୍ର କଂଗ୍ରେସ ନେତା ବାଣୀବିହାର ସମ୍ମୁଖରେ ପ୍ରଭାରୀ ବି.କେ ହରିପ୍ରସାଦଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଲୁଲୁ ମହାପାତ୍ରଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ ନ ଥିବା ହରିପ୍ରସାଦଙ୍କ କାର୍ଯ୍ୟାନୁଷ୍ଠାନ ଧମକକୁ ଛାତ୍ର କଂଗ୍ରେସ ଡରିବ ନାହିଁ। କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର ନ କଲେ ହିପ୍ରସାଦଙ୍କୁ ଭୁବନେଶ୍ୱରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଏହି ଛାତ୍ର ନେତାମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story