ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ଧମକ

ଭୁବନେଶ୍ୱର: ଭାଇରାଲ୍ ଭିଡିଓ ପ୍ରସଙ୍ଗରେ ଭୁବନେଶ୍ୱର ମେୟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ। ଘଟଣାରେ ପୋଲିସ୍ ତଦନ୍ତ ଶିଥିଳ ହୋଇଥିବା ଅଭିଯୋଗ କରିବା ସହ ଆଗକୁ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଧମକ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ। ସେ କହିଛନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳକୁ ଯିବେ ସେଠାରେ ତାଙ୍କୁ ଅଣ୍ଡାମାଡ଼ କରାଯିବ। ଏଥିପାଇଁ ୩୦ ଜିଲ୍ଲାର […]

studentcongress

studentcongress

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 08:43 AM IST

Sports

Latest News

ଭୁବନେଶ୍ୱର: ଭାଇରାଲ୍ ଭିଡିଓ ପ୍ରସଙ୍ଗରେ ଭୁବନେଶ୍ୱର ମେୟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଛାତ୍ର କଂଗ୍ରେସ। ଘଟଣାରେ ପୋଲିସ୍ ତଦନ୍ତ ଶିଥିଳ ହୋଇଥିବା ଅଭିଯୋଗ କରିବା ସହ ଆଗକୁ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଧମକ ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ।

ସେ କହିଛନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳକୁ ଯିବେ ସେଠାରେ ତାଙ୍କୁ ଅଣ୍ଡାମାଡ଼ କରାଯିବ। ଏଥିପାଇଁ ୩୦ ଜିଲ୍ଲାର ଛାତ୍ର ସଭାପତି ଓ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀର ଛାତ୍ର ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଛାତ୍ର କଂଗ୍ରେସର ଏଭଳି ଧମକର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି ବିଜୁ ଛାତ୍ର ଜନତା ଦଳ ସଭାପତି ବ୍ୟୋମକେଶ ରାୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story