ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଛାତ୍ର କଂଗ୍ରେସର ଟମାଟୋ ମାଡ଼

ଭୁବନେଶ୍ୱର: ଡେଙ୍ଗୁର ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ତାଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ୍ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା। ଜଣେ ଛାତ୍ର କଂଗ୍ରେସ ନେତା କହିଛନ୍ତି,“ରାଜ୍ୟର ବିଭିନ୍ନ […]

tomatoes

tomatoes

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 04:03 PM IST

Sports

Latest News

ଭୁବନେଶ୍ୱର: ଡେଙ୍ଗୁର ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ତାଙ୍କ ବାସଭବନ ଉପରକୁ ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ୍ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲା।

ଜଣେ ଛାତ୍ର କଂଗ୍ରେସ ନେତା କହିଛନ୍ତି,“ରାଜ୍ୟର ବିଭିନ୍ନ ସ୍ଥାନରେ ୨୦୦୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସରକାର ଡେଙ୍ଗୁକୁ ରୋକିବାରେ ବିଫଳ ହୋଇଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇ ଦେବା ଉଚିତ୍। ନ ହେଲେ ସବୁ ଜାଗାରେ ତାଙ୍କୁ ଛାତ୍ର କଂଗ୍ରେସ ବିରୋଧ କରିବ ଓ ଟମାଟୋ ମାଡ଼ କରିବ।”

ଡେଙ୍ଗୁର ନିରାକରଣ ଦିଗରେ କେନ୍ଦ୍ରୀୟ କମିଟି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ଛାତ୍ରକଂଗ୍ରେସ ଏହାକୁ ସମାଲୋଚନା କରିଛି। ଦଳର ଜଣେ ଛାତ୍ର ନେତା କହିଛନ୍ତି,“କେନ୍ଦ୍ରୀୟ ଟିମ୍‌ରେ ଆସିଥିବା କିଛି ସଦସ୍ୟ ଡେଙ୍ଗୁ ସମୀକ୍ଷା ବୈଠକରେ କିପରି ଢୁଳାଉଥିଲେ ତାହା ଆମେ ବିଭିନ୍ନ ଗଣମାଧ୍ୟମରୁ ଦେଖିବାକୁ ପାଇଛୁ। ଏଥିରୁ ସ୍ପଷ୍ଟ ହେଉଛି କେନ୍ଦ୍ରୀୟ ଟିମ୍‌ ରାଜ୍ୟର ଡେଙ୍ଗୁ ସ୍ଥିତି ନେଇ କେତେ ଚିନ୍ତିତ ଥିଲା?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story