ସ୍କୁଲ ଯାଇଥିଲା, ଶବ ହୋଇ ଫେରିଲା!

ଅନୁଗୋଳ (ଓଡ଼ିଶା ରିପୋର୍ଟର): ପ୍ରଥମ ଶ୍ରେଣୀ ଛାତ୍ର ଜଣକ ଆଜି ସ୍କୁଲ ଯାଇଥିଲା। ସ୍କୁଲ ଛୁଟି ପରେ ଘରକୁ ଫେରି ଥାଆନ୍ତା। ହେଲେ ଫେରିଲା ତାଙ୍କ ମୃତଦେହ। ଏପରି ଦୁଃଖଦ ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ଘଟିଛି। ସବୁଦିନ ପରେ ଆଜି ମଧ୍ୟ ପ୍ରଥମ ଶ୍ରେଣୀ ଛାତ୍ର ସମ୍ବିତ ପେଣ୍ଠୋଇ, ସାନଦାଦର ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ଯାଇଥିଲା। ଖେଳ ଛୁଟିରେ ସବୁ ପିଲାଙ୍କ ସହିତ ଖେଳୁଥିଲା। ତେବେ ଅସାବଧାନତା ଯୋଗୁଁ ସ୍କୁଲ ପାଖ ପୋଖରୀରେ ପଡ଼ି […]

student drowned in pond

student drowned in pond

Rakesh Mallick
  • Published: Monday, 29 January 2018
  • Updated: 29 January 2018, 10:18 PM IST

ଅନୁଗୋଳ (ଓଡ଼ିଶା ରିପୋର୍ଟର): ପ୍ରଥମ ଶ୍ରେଣୀ ଛାତ୍ର ଜଣକ ଆଜି ସ୍କୁଲ ଯାଇଥିଲା। ସ୍କୁଲ ଛୁଟି ପରେ ଘରକୁ ଫେରି ଥାଆନ୍ତା। ହେଲେ ଫେରିଲା ତାଙ୍କ ମୃତଦେହ। ଏପରି ଦୁଃଖଦ ଘଟଣା ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ଘଟିଛି।

ସବୁଦିନ ପରେ ଆଜି ମଧ୍ୟ ପ୍ରଥମ ଶ୍ରେଣୀ ଛାତ୍ର ସମ୍ବିତ ପେଣ୍ଠୋଇ, ସାନଦାଦର ପ୍ରକଳ୍ପ ପ୍ରାଥମିକ ସ୍କୁଲକୁ ଯାଇଥିଲା। ଖେଳ ଛୁଟିରେ ସବୁ ପିଲାଙ୍କ ସହିତ ଖେଳୁଥିଲା। ତେବେ ଅସାବଧାନତା ଯୋଗୁଁ ସ୍କୁଲ ପାଖ ପୋଖରୀରେ ପଡ଼ି ଯାଇଥିଲା। ସମ୍ୱିତ ଶ୍ରେଣୀଗୃହକୁ ଆସି ନଥିବାରୁ ସାଥୀମାନେ ଚାରି ଆଡେ ଖୋଜିଥିଲେ। ସବୁ ସ୍ଥାନରୁ ନିରାଶ ହେବା ପରେ ସନ୍ଦେହରେ ପୋଖରୀରେ ଖୋଜାଖୋଜି କରିବାରୁ ମୃତଦେହ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos