ଛାତ୍ର ସଂସଦ ନିର୍ବାଚନ: ଆସନ୍ତାକାଲି ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରାଜନୀତି ସରଗରମ ହୋଇଛି। ପ୍ରାର୍ଥୀମାନେ ନିଜ ସାଥୀ ଗହଣରେ କ୍ୟାମ୍ପେନିଂରେ ମାତିଛନ୍ତି। ଆସନ୍ତାକାଲି ‘ହ୍ୱାଏ ଆଇ ଷ୍ଟାଣ୍ଡ୍‌ ଫର୍‌ ମିଟିଂ’ ଅନୁଷ୍ଠିତ ହେବ। ମୁଁ କାହିଁକି ପ୍ରାର୍ଥୀ ହେଲି ସେ ନେଇ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ଭାଷଣ ଦେବେ।

ତା’ ପରଦିନ ଛାତ୍ର ସଂସଦ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ଆହୁରି ପଢ଼ନ୍ତୁ

ସ୍ୱାଧୀନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି

ଭଉଣୀକୁ ବଳି ଦେଇ ଆଗରୁ ଭାଇ ବନ୍ଧା ହୋଇଥିଲେ, ଏବେ ଧରାପଡ଼ିଲା ମାଷ୍ଟର ମାଇଣ୍ଡ

ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ!

ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ; ପାସ୍‌ହାର ୯୩ ପ୍ରତିଶତ

ବିଭୁ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି

ଟ୍ୱିନ ସିଟିରେ ହେବ ନାହିଁ ଗଣେଶ ପୂଜା

ଜିରୋ ରେଜଲ୍ଟ ପାଇଁ ୧୫ଟି କଲେଜକୁ ନୋଟିସ୍‌

ପ୍ରଫୁଲ୍ଲ ଓ ନବ ବାଦ୍ : ୧୮ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ