ତରକାରୀ କଡ଼େଇରେ ପଡ଼ି ଛାତ୍ରୀ ଗୁରୁତର

ବାରିପଦା (ଓଡ଼ିଶା ରିପୋର୍ଟର): ତରକାରୀ କଡ଼େଇରେ ପଡ଼ି ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ବାଘଡା ପ୍ରାଥମିକ ବିଦ୍ୟାଳୟରେ। ଛାତ୍ରୀ ଜଣଙ୍କ ପ୍ରଥମ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ହାତ ଓ ପେଟ ଜଳିଯାଇଛି। ବୁଧବାର ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ପିଲାମାନେ ଲାଇନରେ ଠିଆ ହୋଇ ଖାଦ୍ୟ ଆଣୁଥିଲେ। ଏହି ସମୟରେ ପିଲାଙ୍କ ମଧ୍ୟରେ ଠେଲାଠେଲି ହୋଇଥିଲା। ଏହି ସମୟରେ ଏହି ଛାତ୍ରୀ […]

baripada

baripada

Tapaswini Nayak
  • Published: Friday, 08 April 2022
  • Updated: 08 April 2022, 02:39 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ତରକାରୀ କଡ଼େଇରେ ପଡ଼ି ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ବାଘଡା ପ୍ରାଥମିକ ବିଦ୍ୟାଳୟରେ। ଛାତ୍ରୀ ଜଣଙ୍କ ପ୍ରଥମ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ହାତ ଓ ପେଟ ଜଳିଯାଇଛି।

ବୁଧବାର ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ପିଲାମାନେ ଲାଇନରେ ଠିଆ ହୋଇ ଖାଦ୍ୟ ଆଣୁଥିଲେ। ଏହି ସମୟରେ ପିଲାଙ୍କ ମଧ୍ୟରେ ଠେଲାଠେଲି ହୋଇଥିଲା। ଏହି ସମୟରେ ଏହି ଛାତ୍ରୀ ଜଣଙ୍କ ଗରମ ତରକାରୀ କଡ଼େଇରେ ପଡିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଶିକ୍ଷକମାନେ ବାଘଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଛାତ୍ରୀଙ୍କ ବାପା କହିଛନ୍ତି, ଆମେ ପିଲାଙ୍କୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭରସାରେ ସ୍କୁଲ ଛାଡ଼ୁଛୁ। ସେମାନଙ୍କ ଅବହେଳା ଯୋଗୁ ମୋ ପିଲା ଗରମ ତରକାରୀ କଡ଼େଇରେ ପଡ଼ିଗଲା।

ଅନ୍ୟପକ୍ଷରେ ଏହି ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story