ନରେନ୍ଦ୍ର ପୋଖରୀରେ ବୁଡ଼ିଗଲେ ଛାତ୍ର

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଜଣେ  ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସ୍ମୃତିରଞ୍ଜନ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ସ୍ମୃତିରଞ୍ଜନ ବରି କଲେଜରେ ପଢ଼ୁଥିଲେ। ଗତକାଲି  ସ୍କୃତିରଞ୍ଜନ ସ୍ନାନ ଯାତ୍ରା ଦେଖିବା ପାଇଁ  ପୁରୀ ଆସିଥିଲେ। ଆଜି ସେ ନରେନ୍ଦ୍ର ପୋଖରୀରେ ଗାଧୋଉଥିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା।  ସେ  ନରେନ୍ଦ୍ର ପୋଖରୀରେ ବୁଡ଼ି ଯାଇଥିଲେ।  ସ୍ଥାନୀୟ ଲୋକେ ସ୍କୃତିରଞ୍ଜନଙ୍କୁ ଉଦ୍ଧାର  ପୁରୀ ବଡ଼ […]

narendra pond puri

narendra pond puri

Tapaswini Nayak
  • Published: Wednesday, 15 June 2022
  • Updated: 15 June 2022, 12:45 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଜଣେ  ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସ୍ମୃତିରଞ୍ଜନ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ। ସ୍ମୃତିରଞ୍ଜନ ବରି କଲେଜରେ ପଢ଼ୁଥିଲେ।

ଗତକାଲି  ସ୍କୃତିରଞ୍ଜନ ସ୍ନାନ ଯାତ୍ରା ଦେଖିବା ପାଇଁ  ପୁରୀ ଆସିଥିଲେ। ଆଜି ସେ ନରେନ୍ଦ୍ର ପୋଖରୀରେ ଗାଧୋଉଥିଲା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା।  ସେ  ନରେନ୍ଦ୍ର ପୋଖରୀରେ ବୁଡ଼ି ଯାଇଥିଲେ।  ସ୍ଥାନୀୟ ଲୋକେ ସ୍କୃତିରଞ୍ଜନଙ୍କୁ ଉଦ୍ଧାର  ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।   ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos