ବାପା ପାଠ ପଢ଼ିବାକୁ କହିଲେ, ଘର ଛାଡ଼ି ପଳାଇଲା ପୁଅ

ସୋର(ଶଶିକାନ୍ତ ବେହେରା): ବାପା ପାଠ ପଢ଼ିବାକୁ ତାଗିଦ କରିବାରୁ ଘର ଛାଡ଼ି ପଳାଇଲା ପୁଅ। ଆଉ ୫ ଦିନ ହେଲା ତା’ର ପତ୍ତା ମିଳୁ ନାହିଁ। ବାପାମା’ ବି ଖୋଜି ନାକେଦମ୍‌ ହେଲେଣି। ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ପିଲାଟିର ନାଁ ନିର୍ମାଲ୍ୟ ରାଉତ। ସେ ସତ୍ୟାନନ୍ଦ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର। ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ନିର୍ମାଲ୍ୟ କିଛି ଟଙ୍କା ଓ ଡ୍ରେସ୍‌ ନେଇ ଘରୁ ପଳାଇ […]

soro,,,

soro,,,

Tapaswini Nayak
  • Published: Wednesday, 16 October 2019
  • Updated: 16 October 2019, 11:13 AM IST

Sports

Latest News

ସୋର(ଶଶିକାନ୍ତ ବେହେରା): ବାପା ପାଠ ପଢ଼ିବାକୁ ତାଗିଦ କରିବାରୁ ଘର ଛାଡ଼ି ପଳାଇଲା ପୁଅ। ଆଉ ୫ ଦିନ ହେଲା ତା’ର ପତ୍ତା ମିଳୁ ନାହିଁ। ବାପାମା’ ବି ଖୋଜି ନାକେଦମ୍‌ ହେଲେଣି। ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ପିଲାଟିର ନାଁ ନିର୍ମାଲ୍ୟ ରାଉତ। ସେ ସତ୍ୟାନନ୍ଦ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର।

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ନିର୍ମାଲ୍ୟ କିଛି ଟଙ୍କା ଓ ଡ୍ରେସ୍‌ ନେଇ ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ୫ ଦିନ ଧରି ସାଙ୍ଗ ସାଥୀ ଓ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରିଥିଲେ। ତଥାପି ତାଙ୍କର ପତ୍ତା ମିଳି ନଥିଲା। ଏହା ପରେ ନିର୍ମାଲ୍ୟଙ୍କ ବାପା ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ନିର୍ମାଲ୍ୟଙ୍କ ମା’ କହିଛନ୍ତି, “ଶୁକ୍ରବାରଠୁ ମୋ’ ପୁଅ ଘରୁ ପଳାଇଛି। ତା’ ବାପା ପାଠ ପଢିବାକୁ ତାକୁ ତାଗିଦ କରିବାରୁ ସେ ଏପରି କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story