ବିଡ଼ିଓ ଓ ଯନ୍ତ୍ରୀଙ୍କୁ କାଦୁଆ ରାସ୍ତାରେ ଚଲାଇଲେ ଛାତ୍ରଛାତ୍ରୀ

ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଜଡ଼ିଦାକୁ ସଂଯୋଗ କରୁଥିବା କାଦୁଅ ରାସ୍ତାରେ ନୂଆସାହି କଲେଜ ଛାତ୍ରଛାତ୍ରୀମାନେ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଚଲାଇଚଲାଇ ନେଇଛନ୍ତି। ଯଥାଶୀଘ୍ର ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି। ଜଡ଼ିଦାକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୟନୀୟ ହୋଇପଡ଼ିଛି। ବର୍ଷା ଦିନରେ ରାସ୍ତା କାଦୁଅ ହେଉଥିବାରୁ ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ଯିବା ଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଏହି ରାସ୍ତାର ମରାମତି ପାଇଁ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ […]

udla

udla

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 10:32 PM IST

Sports

Latest News

udlaଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରୁ ଜଡ଼ିଦାକୁ ସଂଯୋଗ କରୁଥିବା କାଦୁଅ ରାସ୍ତାରେ ନୂଆସାହି କଲେଜ ଛାତ୍ରଛାତ୍ରୀମାନେ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଚଲାଇଚଲାଇ ନେଇଛନ୍ତି। ଯଥାଶୀଘ୍ର ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି।

ଜଡ଼ିଦାକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୟନୀୟ ହୋଇପଡ଼ିଛି। ବର୍ଷା ଦିନରେ ରାସ୍ତା କାଦୁଅ ହେଉଥିବାରୁ ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ଯିବା ଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଏହି ରାସ୍ତାର ମରାମତି ପାଇଁ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି। ପ୍ରଶାସନଠାରୁ ନିରାଶ ହୋଇ ଆଜି କଲେଜ ଛାତ୍ରଛାତ୍ରୀମାନେ ନୂଆସାହିଠାରେ ରାସ୍ତା ରୋକ କରିଥିଲେ। କପ୍ତିପଦା ବିଡିଓ ଯୁଧିଷ୍ଠିର ନାୟକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରୁଥିଲେ। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ବିଡିଓ ଓ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଚଲାଇ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story