ବ୍ଲୁ ହ୍ୱେଲ ଜାଲରେ ଇଂଜିନିୟରିଂ ଛାତ୍ର: କବାଟ ଭାଙ୍ଗି ରକ୍ତ ଜୁଡୁବୁଡ ଅବସ୍ଥାରେ ଉଦ୍ଧାର କଲା ପୋଲିସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ୍ ଗେମ୍‌ର ଶିକାର ହୋଇଛନ୍ତି ଆଉ ଜଣେ ଇଂଜିନିୟରିଂ ଛାତ୍ର। ଛାତ୍ର ଜଣଙ୍କ ରାଜଧାନୀ ଭୁବନେଶ୍ୱରର ସ୍ୱାଧୀନ ରାଉତ। ତାଙ୍କ ଘର ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପାଖ ଶାସନପଡ଼ିଆରେ। ଗେମ୍ ଖେଳି ସେ ନିଜ ହାତ କାଟି ଦେଇଛନ୍ତି। ତାଙ୍କୁ ଲିଙ୍ଗରାଜ ଥାନା ପୋଲିସ ଉଦ୍ଧାର କରିଛି। ୧୦ଦିନ ହେବ ସେ ଗେମ୍ ଖେଳୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସ୍ୱାଧୀନ ନିଜ ରୁମରେ କବାଟ ବନ୍ଦ କରି ଗେମ୍ ଖେଳୁଥିବା […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 08:49 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ୍ ଗେମ୍‌ର ଶିକାର ହୋଇଛନ୍ତି ଆଉ ଜଣେ ଇଂଜିନିୟରିଂ ଛାତ୍ର। ଛାତ୍ର ଜଣଙ୍କ ରାଜଧାନୀ ଭୁବନେଶ୍ୱରର ସ୍ୱାଧୀନ ରାଉତ। ତାଙ୍କ ଘର ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପାଖ ଶାସନପଡ଼ିଆରେ। ଗେମ୍ ଖେଳି ସେ ନିଜ ହାତ କାଟି ଦେଇଛନ୍ତି। ତାଙ୍କୁ ଲିଙ୍ଗରାଜ ଥାନା ପୋଲିସ ଉଦ୍ଧାର କରିଛି। ୧୦ଦିନ ହେବ ସେ ଗେମ୍ ଖେଳୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସ୍ୱାଧୀନ ନିଜ ରୁମରେ କବାଟ ବନ୍ଦ କରି ଗେମ୍ ଖେଳୁଥିବା ବେଳେ ପରିବାର ଲୋକ ସନ୍ଦେହ କରିଥିଲେ। ପରେ ପୋଡ଼ଶୀ ଓ ପୋଲିସ୍‌ ସହାୟତାରେ କବାଟ ଭାଙ୍ଗି ସ୍ୱାଧୀନକୁ ଉଦ୍ଧାର କରାଯାଇଥିଲା। ସେ ନିଜର ଦୁଇ ହାତରେ ବ୍ଲୁ ହ୍ୱେଲ୍ ଚିତ୍ର କରି ଗୁରୁତର ହୋଇଯାଇଥିଲେ। ତାଙ୍କୁ ଭୁବନେଶ୍ୱର ମ୍ୟୁନିସିପାଲ୍ କୋର୍ପୋରେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos