ହାତରେ ବ୍ଲୁ-ହ୍ୱେଲ୍‌ ଚିତ୍ର କରି ଫେସବୁକ୍‌ରେ ଛାଡ଼ିଲେ ଛାତ୍ର

ବ୍ରହ୍ମପୁର: ଗାଁଠୁ ସହର ସବୁଠି ବ୍ୟାପିଲାଣି ବ୍ଲୁ-ହ୍ୱେଲ୍‌ ଆତଙ୍କ। କିଏ ଉଚ୍ଚ କୋଠା ଉପରୁ ଡେଇଁ ଜୀବନ ହାରୁଛି ତ ଆଉ କିଏ ଗଛରେ ଆତ୍ମହତ୍ୟା କରୁଛି। ଏମିତି ରୂପରେ ପ୍ରତିଦିନ ମୁଣ୍ଡ ନେଉଛି ନୀଳ ତିମି। ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ। ବ୍ଲୁ ହ୍ୱେଲ୍‌ ଗେମରେ ଫସିଥିବା ରାଳବ ଗାଁର ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଆଜି ପୋଲିସ  ଉଦ୍ଧାର କରିଛି। ତାଙ୍କ ନାଁ ଚନ୍ଦନ ଖୁଣ୍ଟିଆ। ଚନ୍ଦନ ତାଙ୍କ ହାତରେ ବ୍ଲୁ-ହ୍ୱେଲ୍‌ […]

Rakesh Mallick
  • Published: Sunday, 10 September 2017
  • Updated: 10 September 2017, 10:24 PM IST

Sports

Latest News

ବ୍ରହ୍ମପୁର: ଗାଁଠୁ ସହର ସବୁଠି ବ୍ୟାପିଲାଣି ବ୍ଲୁ-ହ୍ୱେଲ୍‌ ଆତଙ୍କ। କିଏ ଉଚ୍ଚ କୋଠା ଉପରୁ ଡେଇଁ ଜୀବନ ହାରୁଛି ତ ଆଉ କିଏ ଗଛରେ ଆତ୍ମହତ୍ୟା କରୁଛି। ଏମିତି ରୂପରେ ପ୍ରତିଦିନ ମୁଣ୍ଡ ନେଉଛି ନୀଳ ତିମି। ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ।

ବ୍ଲୁ ହ୍ୱେଲ୍‌ ଗେମରେ ଫସିଥିବା ରାଳବ ଗାଁର ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଆଜି ପୋଲିସ  ଉଦ୍ଧାର କରିଛି। ତାଙ୍କ ନାଁ ଚନ୍ଦନ ଖୁଣ୍ଟିଆ। ଚନ୍ଦନ ତାଙ୍କ ହାତରେ ବ୍ଲୁ-ହ୍ୱେଲ୍‌ ଚିତ୍ର କରି ଫେସବୁକ୍‌ରେ ପୋଷ୍ଟ କରିଥିଲେ।  ସେ ଏହି ଗେମ୍‌ର ୪ଟି ସୋପାନ ଅତିକ୍ରମ କରିସାରିଥିଲେ।

ଜଣେ ଯୁବକଙ୍କଠାରୁ ଖବର ପାଇ ପୋଲିସ୍ ଚନ୍ଦନକୁ ଏହି ମାରାତ୍ମକ ଖେଳ କବଳରୁ ଉଦ୍ଧାର କରିଛି।

ସେହିପରି ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଖବର କାଗଜରୁ ଜାଣିବା ପରେ ଏହା କ’ଣ ବୋଲି ସେ ୟୁ-ଟ୍ୟୁବରୁ ଏହି ଗେମ୍ ଡାଉନଲୋଡ୍ କରିଥିବା କହିଛି। ଛାତ୍ର ଜଣଙ୍କ ନିଜ ହାତ କାଟି ଦେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବ୍ଲୁ ହ୍ୱେଲ୍‌ ଇଫେକ୍ଟ: ପେଟ କାଟିବାକୁ ଉଦ୍ୟମ କଲା ବେଳେ ଯୁବକ ଉଦ୍ଧାର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story