କଟକ ଓ ଭୁବନେଶ୍ୱରରେ ଆରମ୍ଭ ହେବ ଛାତ୍ର ଟ୍ରାଫିକ୍ ସ୍ୱେଚ୍ଛାସେବୀ ଯୋଜନା

ଭୁବନେଶ୍ୱର: ଯେଉଁ ଛାତ୍ରମାନେ ପାଠପଢ଼ା ସହିତ ଟ୍ରାଫିକ୍ ଡ୍ୟୁଟି କରିବାକୁ ଇଚ୍ଛୁକ, ସେମାନଙ୍କୁ ପାରିଶ୍ରମିକ ଦିଆଯିବ। କଟକ-ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଏହି ଛାତ୍ର ଟ୍ରାଫିକ୍ ସ୍ୱେଚ୍ଛାସେବୀ ଯୋଜନା ଆରମ୍ଭ କରାଯିବ। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ପାଠପଢ଼ା ସମୟ ବ୍ୟତୀତ ଅନ୍ୟ ସମୟରେ ଅର୍ଥାତ ଦିନକୁ ସର୍ବାଧିକ ତିନି ଘଣ୍ଟା ଜଣେ ଛାତ୍ର ପୋଲିସ୍ ସହ ମିଶି ଟ୍ରାଫିକ୍ ପରିଚଳନା କରିପାରିବେ। ଏଥିପାଇଁ ଛାତ୍ର ଜଣଙ୍କ ପାଇବାକୁ ଥିବା ପ୍ରାପ୍ୟ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା […]

traffic

traffic

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 08:32 AM IST

Sports

Latest News

ଭୁବନେଶ୍ୱର: ଯେଉଁ ଛାତ୍ରମାନେ ପାଠପଢ଼ା ସହିତ ଟ୍ରାଫିକ୍ ଡ୍ୟୁଟି କରିବାକୁ ଇଚ୍ଛୁକ, ସେମାନଙ୍କୁ ପାରିଶ୍ରମିକ ଦିଆଯିବ। କଟକ-ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଏହି ଛାତ୍ର ଟ୍ରାଫିକ୍ ସ୍ୱେଚ୍ଛାସେବୀ ଯୋଜନା ଆରମ୍ଭ କରାଯିବ। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।

ପାଠପଢ଼ା ସମୟ ବ୍ୟତୀତ ଅନ୍ୟ ସମୟରେ ଅର୍ଥାତ ଦିନକୁ ସର୍ବାଧିକ ତିନି ଘଣ୍ଟା ଜଣେ ଛାତ୍ର ପୋଲିସ୍ ସହ ମିଶି ଟ୍ରାଫିକ୍ ପରିଚଳନା କରିପାରିବେ। ଏଥିପାଇଁ ଛାତ୍ର ଜଣଙ୍କ ପାଇବାକୁ ଥିବା ପ୍ରାପ୍ୟ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରାଯିବ।

ବର୍ତ୍ତମାନ ସମୟରେ ଛାତ୍ରମାନଙ୍କ ମନରେ ଟ୍ରାଫିକ୍ ସଚେତନତା ସୃଷ୍ଟି କରିବା ସହ ସାମାଜିକ ଦାୟିତ୍ୱ ସମ୍ପାଦନ କରିବାରେ ଏହା ପ୍ରେରଣା ଯୋଗାଇ ଦେବ ବୋଲି ସରକାରୀ ସ୍ତରରେ ଆଶା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story