ଏକାଥରେ ୩୨ଶହ ପରୀକ୍ଷାର୍ଥୀଙ୍କୁ ଶୂନ ମାର୍କ ମିଳିବା ଘଟଣାରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଏପ୍ରିଲ ମାସରେ ଅନୁଷ୍ଠିତ ଡିପ୍ଲୋମା ୩ୟ ବର୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷାଫଳ ନିକଟରେ ପ୍ରକାଶ ପାଇଛି। ଏଥିରେ ଡିପ୍ଲୋମା ମେକାନିକାଲ୍ ଇଂଜିନିୟରିଂ ଏବଂ ସିଭିଲ୍ ଇଂଜିନିୟରିଂର ୩୨୦୦ ପିଲାଙ୍କର ମୂଲ୍ୟାଙ୍କନ ୦ (ଶୂନ) ଆସିଛି। ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ଏହି ନିୟମ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମେକାନିକାଲ୍‌ ଇଂଜିନିୟରିଂ ଏବଂ ସିଭିଲ୍‌ ଇଂଜିନିୟରିଂର ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ସମସ୍ତ ପେପର୍‌ରେ ଭଲ ମାର୍କ ମିଳିଥିବା […]

indexdgg

indexdgg

Ordigital Desk
  • Published: Wednesday, 18 July 2018
  • Updated: 18 July 2018, 10:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ଏପ୍ରିଲ ମାସରେ ଅନୁଷ୍ଠିତ ଡିପ୍ଲୋମା ୩ୟ ବର୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷାଫଳ ନିକଟରେ ପ୍ରକାଶ ପାଇଛି। ଏଥିରେ ଡିପ୍ଲୋମା ମେକାନିକାଲ୍ ଇଂଜିନିୟରିଂ ଏବଂ ସିଭିଲ୍ ଇଂଜିନିୟରିଂର ୩୨୦୦ ପିଲାଙ୍କର ମୂଲ୍ୟାଙ୍କନ ୦ (ଶୂନ) ଆସିଛି। ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ବୋର୍ଡର ଏହି ନିୟମ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ମେକାନିକାଲ୍‌ ଇଂଜିନିୟରିଂ ଏବଂ ସିଭିଲ୍‌ ଇଂଜିନିୟରିଂର ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ସମସ୍ତ ପେପର୍‌ରେ ଭଲ ମାର୍କ ମିଳିଥିବା ବେଳେ ଥିଓରି ପେପର ଓ ଏଣ୍ଟରପ୍ରିନ୍ୟୁର୍‌ସିପ୍‌ ମ୍ୟାନେଜ୍‌ମେଣ୍ଟ ପେପରରେ ୩୨୦୦ ପରୀକ୍ଷାର୍ଥୀଙ୍କୁ କୌଣସି ନମ୍ବର ମିଳିନାହିଁ। ଏନେଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ କୌଣସି ପରିବର୍ତ୍ତନ ହେଉନି।

ଛାତ୍ରନେତା ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ନୟାଗଡ଼ରେ ଜିଲ୍ଲାପାଳକୁ ଦାବିପତ୍ର ଦେଇଥିବା ବେଳେ ଅନୁଗୁଳ, କଟକ ଏବଂ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀମାନେ ମିଳିତ ଭାବେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ପରିଷଦ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସମସ୍ୟାର ତୁରନ୍ତ ସମାଧାନ କରା ନଗଲେ ପିରିସ୍ଥିତି ଭୟାନକ ହେବ ବୋଲି ସଭିଏଁ ଚେତାବନୀ ଦେଉଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ପରିଷର କହିବା ଅନୁଯାୟୀ, ‘ଯଦି ଦୁଇ କିମ୍ବା ତା'ଠାରୁ ଅଧିକ ପୀକ୍ଷାର୍ଥୀଙ୍କ ଉତ୍ତର ଖାତା ସମାନ ହେବ, ତେବେ ପରୀକ୍ଷାର୍ଥୀଙ୍କୁ ଶୂନ ମାର୍କ ଦିଆଯିବ। ଏହି ନିୟମ ଅନୁସାରେ ୩୨୦୦ ପିଲାଙ୍କୁ ଶୂନ ମାର୍କ ଦିଆଯାଇଛି।’ କିନ୍ତୁ ଅଭିଭାବକ ଓ ଛାତ୍ରଛାତ୍ରୀ ଏପରି ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ପିଲାଙ୍କୁ ଉଚିତ୍ ମାର୍କ ନଦେଲେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ କରାଯିବା ସହ ସ୍ଥିତି ଭୟାନକ ହେବ ବୋଲି ଛାତ୍ରନେତା ଶିବରାମ ମହାପାତ୍ର ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story