ଏକ ସଙ୍ଗରେ ୨୫,୦୦୦ ଛାତ୍ରଛାତ୍ରୀ ଗାଇଲେ ‘ବନ୍ଦେ ମାତରମ୍’

ଭୁବନେଶ୍ୱର: ଗୋଟିଏ ସ୍ଥାନରେ ଏକ ସଙ୍ଗରେ ‘ବନ୍ଦେ ମାତରମ୍’ କାଇଲେ ୨୫,୦୦୦ ସ୍କୁଲ୍ ଛାତ୍ରଛାତ୍ରୀ। ଆଜି ଭୁବନେଶ୍ୱରର ଓୟୁଏଟି ପଡ଼ିଆରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଇନିସିଏଟିଭ୍ ଫର୍ ମୋରାଲ ଆଣ୍ଡ୍ କଲ୍‌ଚରାଲ୍ ଟ୍ରେନିଂ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଅଭିନବ କାର୍ଯ୍ୟକ୍ରମ।

bandemataram

bandemataram

Rakesh Mallick
  • Published: Monday, 12 December 2016
  • Updated: 12 December 2016, 02:35 PM IST

ଭୁବନେଶ୍ୱର: ଗୋଟିଏ ସ୍ଥାନରେ ଏକ ସଙ୍ଗରେ ‘ବନ୍ଦେ ମାତରମ୍’ କାଇଲେ ୨୫,୦୦୦ ସ୍କୁଲ୍ ଛାତ୍ରଛାତ୍ରୀ। ଆଜି ଭୁବନେଶ୍ୱରର ଓୟୁଏଟି ପଡ଼ିଆରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଇନିସିଏଟିଭ୍ ଫର୍ ମୋରାଲ ଆଣ୍ଡ୍ କଲ୍‌ଚରାଲ୍ ଟ୍ରେନିଂ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଅଭିନବ କାର୍ଯ୍ୟକ୍ରମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos