ସ୍କିଲ୍ ଡେଭଲପମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ଭାବେ ଦାୟିତ ଗ୍ରହଣ କଲେ ସୁବ୍ରତ ବାଗଚି

ଭୁବନେଶ୍ୱର: ସ୍କିଲ୍ ଡେଭଲପମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁବ୍ରତ ବାଗଚି। ଆଜିଠୁ ସେ ରାଜ୍ୟବ୍ୟାପୀ ନିଜର ଅଭିଯାନ ଆରମ୍ଭ କରିବେ। ୧୫ ଦିନ ଯାଏଁ ରାଜ୍ୟର ୩୦ଟି ଜିଲ୍ଲାକୁ ଯାଇ କୌଶଳ ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିବେ। ଯୁବବର୍ଗଙ୍କୁ କିଭଳି ଦକ୍ଷ କରାଯିବ, ବାହାରୁ କେମିତି ଭଲ ଆଇଡିଆ ଅଣାଯାଇପାରିବ ଏବଂ ଓଡ଼ିଶାରେ ବିଶ୍ୱସ୍ତରର ମାନବ ସମ୍ୱଳ ସୃଷ୍ଟି କରାଯାଇ ପାରିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ବାଗଚି […]

bagchi

bagchi

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 04:49 AM IST

Sports

Latest News

ଭୁବନେଶ୍ୱର: ସ୍କିଲ୍ ଡେଭଲପମେଣ୍ଟ୍‌ ଅଥରିଟିର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁବ୍ରତ ବାଗଚି।

ଆଜିଠୁ ସେ ରାଜ୍ୟବ୍ୟାପୀ ନିଜର ଅଭିଯାନ ଆରମ୍ଭ କରିବେ। ୧୫ ଦିନ ଯାଏଁ ରାଜ୍ୟର ୩୦ଟି ଜିଲ୍ଲାକୁ ଯାଇ କୌଶଳ ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିବେ। ଯୁବବର୍ଗଙ୍କୁ କିଭଳି ଦକ୍ଷ କରାଯିବ, ବାହାରୁ କେମିତି ଭଲ ଆଇଡିଆ ଅଣାଯାଇପାରିବ ଏବଂ ଓଡ଼ିଶାରେ ବିଶ୍ୱସ୍ତରର ମାନବ ସମ୍ୱଳ ସୃଷ୍ଟି କରାଯାଇ ପାରିବ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ବାଗଚି କହିଛନ୍ତି।

ବାଗଚି ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos