ସୁବ୍ରତୋ ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଆଇଟି ଫାର୍ମ ମାଇଣ୍ଡ-ଟ୍ରି ସହପ୍ରତିଷ୍ଠାତା ସୁବ୍ରତୋ ବାଗଚୀଙ୍କୁ ପୁଣିଥରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ମଧ୍ୟ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଶ୍ରୀ ବାଗଚୀଙ୍କୁ ୨୦୧୬ ମେ’ ୧ ତାରିଖରେ ନିଯୁକ୍ତି ମିଳିଥିଲା। ଇତିମଧ୍ୟରେ ଶ୍ରୀ ବାଗଚୀ ମାଇଣ୍ଡଟ୍ରି ର ପରିଚାଳନା ବୋର୍ଡରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ସେହିପରି ଶିକ୍ଷାବିତ୍ ବିଜୟ ସାହୁଙ୍କୁ […]

subrat

subrat

Tapaswini Nayak
  • Published: Friday, 21 June 2019
  • Updated: 21 June 2019, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିଷ୍ଠିତ ଆଇଟି ଫାର୍ମ ମାଇଣ୍ଡ-ଟ୍ରି ସହପ୍ରତିଷ୍ଠାତା ସୁବ୍ରତୋ ବାଗଚୀଙ୍କୁ ପୁଣିଥରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ମଧ୍ୟ ଅବସ୍ଥାପିତ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଶ୍ରୀ ବାଗଚୀଙ୍କୁ ୨୦୧୬ ମେ’ ୧ ତାରିଖରେ ନିଯୁକ୍ତି ମିଳିଥିଲା। ଇତିମଧ୍ୟରେ ଶ୍ରୀ ବାଗଚୀ ମାଇଣ୍ଡଟ୍ରି ର ପରିଚାଳନା ବୋର୍ଡରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।

ସେହିପରି ଶିକ୍ଷାବିତ୍ ବିଜୟ ସାହୁଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧାସୁଯୋଗ ମଧ୍ୟ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story