ଆତ୍ମହତ୍ୟା କରିଛନ୍ତି କୀର୍ତ୍ତିରଞ୍ଜନ: ବ୍ୟବଚ୍ଛେଦ ରିପୋର୍ଟ

କଟକ: କଟକ ଜଗତପୁର ପଶ୍ଚିମକଚ୍ଛ ହୋମଗାର୍ଡ ମୃତ୍ୟୁ ଘଟଣାର ସୁରାକ୍ ପାଇଛି ପୋଲିସ୍। ହୋମଗାର୍ଡ କୀର୍ତ୍ତିରଞ୍ଜନ ମାସନ୍ତ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ପାରିବାରିକ ଅଶାନ୍ତି କାରଣରୁ ସେ ଆତ୍ମହତ୍ୟା କରିଥିବା ପୋଲିସ୍ କହିଛି। ମୃତ୍ୟୁ ପୂର୍ବରୁ ପାରିବାରିକ ଅଶାନ୍ତି ଯୋଗୁଁ ସେ ରାଜ୍ୟ ବାହାରକୁ ମଧ୍ୟ ପଳାଇ ଯାଇଥିଲେ। ଗତ ଜୁନ୍ ୧୩ ତାରିଖରେ କୀର୍ତ୍ତିରଞ୍ଜନଙ୍କ ମୃତଦେହ ପଶ୍ଚିମକଚ୍ଛ ଗାଁ ଶତାଦ୍ଦୀ ନଦୀ ପଠାରୁ ଉଦ୍ଧାର […]

death

death

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 02:05 PM IST

Sports

Latest News

କଟକ: କଟକ ଜଗତପୁର ପଶ୍ଚିମକଚ୍ଛ ହୋମଗାର୍ଡ ମୃତ୍ୟୁ ଘଟଣାର ସୁରାକ୍ ପାଇଛି ପୋଲିସ୍। ହୋମଗାର୍ଡ କୀର୍ତ୍ତିରଞ୍ଜନ ମାସନ୍ତ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ପାରିବାରିକ ଅଶାନ୍ତି କାରଣରୁ ସେ ଆତ୍ମହତ୍ୟା କରିଥିବା ପୋଲିସ୍ କହିଛି। ମୃତ୍ୟୁ ପୂର୍ବରୁ ପାରିବାରିକ ଅଶାନ୍ତି ଯୋଗୁଁ ସେ ରାଜ୍ୟ ବାହାରକୁ ମଧ୍ୟ ପଳାଇ ଯାଇଥିଲେ।

ଗତ ଜୁନ୍ ୧୩ ତାରିଖରେ କୀର୍ତ୍ତିରଞ୍ଜନଙ୍କ ମୃତଦେହ ପଶ୍ଚିମକଚ୍ଛ ଗାଁ ଶତାଦ୍ଦୀ ନଦୀ ପଠାରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତଦେହ ନିକଟରୁ ଏକ ପିସ୍ତଲ ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story