ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର:ରାତି ପାହିଲେ ଚାମ୍ପିୟନ୍ସ ଟ୍ରଫିର ମହାମୁକାବିଲା। ଭାରତ ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ଖେଳି ଆଭିଯାନ ଆରମ୍ଭ କରିବ। ପ୍ରତିଯୋଗିତାରେ ଭାରତର ଆଭିଯାନ ଆରମ୍ଭ ପୂର୍ବରୁ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛ ବାର୍ତ୍ତା ଜଣାଇଛନ୍ତି। ମୁମ୍ବାଇର ଭର୍ସୋଭା ବିଚ୍‌ରେ ଓଡିଆ ପୁଅ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ବାଲୁକା କଳା ମାଧ୍ୟମରେ ସେ ଏକ ଷ୍ଟାଡିୟମ ଓ ଏକ […]

sudarsana

sudarsana

Rakesh Mallick
  • Published: Saturday, 03 June 2017
  • Updated: 03 June 2017, 11:17 PM IST

Sports

Latest News

ଭୁବନେଶ୍ୱର:ରାତି ପାହିଲେ ଚାମ୍ପିୟନ୍ସ ଟ୍ରଫିର ମହାମୁକାବିଲା। ଭାରତ ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ଖେଳି ଆଭିଯାନ ଆରମ୍ଭ କରିବ। ପ୍ରତିଯୋଗିତାରେ ଭାରତର ଆଭିଯାନ ଆରମ୍ଭ ପୂର୍ବରୁ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛ ବାର୍ତ୍ତା ଜଣାଇଛନ୍ତି।

ମୁମ୍ବାଇର ଭର୍ସୋଭା ବିଚ୍‌ରେ ଓଡିଆ ପୁଅ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ବାଲୁକା କଳା ମାଧ୍ୟମରେ ସେ ଏକ ଷ୍ଟାଡିୟମ ଓ ଏକ ବ୍ୟାଟ୍‌ ତିଆରି କରିଛନ୍ତି। ଯେଉଁଥିରେ ଟିମ୍‌କୁ ଚାମ୍ପିୟନ୍ସ ଟ୍ରଫିରେ ସଫଳତା ପାଇଁ ‘ଗୁଡ୍‌ ଲକ୍‌ ଇଣ୍ଡିଆ’ ଲେଖି ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story