ବିଶ୍ୱ ସୁନ୍ଦରୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଭୁବନେଶ୍ୱର: ବିଶ୍ୱ ସୁନ୍ଦରୀ ମୁକୁଟ ହାତେଇଥିବା ଭାରତୀୟ ସୁନ୍ଦରୀ ମାନୁଷି ଛିଲ୍ଲରଙ୍କୁ ବାଳୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୁମୀରେ ସୁଦର୍ଶନ ମାନୁଷିଙ୍କ ଅବିକଳ ଆକୃତିକୁ ବାଳିରେ ଅଙ୍କନ କରିଛନ୍ତି। ଏ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସୁଦର୍ଶନ ପ୍ରଶଂସା ବାର୍ତ୍ତାରେ “ ଭାରତକୁ ତୁମେ ଗୌରବାନ୍ୱୀତ କରିଛ” ବୋଲି ଲେଖିଛନ୍ତି। ବାଲିରେ ନିର୍ମିତ ଛିଲ୍ଲରଙ୍କ ମୁହଁ ପଛରେ ତ୍ରିରଙ୍ଗା ଶୋଭା ପାଉଥିବା ବେଳ ଇଂରାଜୀରେ congratulation  ଲେଖାଯାଇଛି । […]

179352-manushi-sand-art

179352-manushi-sand-art

Rakesh Mallick
  • Published: Monday, 20 November 2017
  • Updated: 20 November 2017, 04:26 PM IST

Sports

Latest News

ଭୁବନେଶ୍ୱର: ବିଶ୍ୱ ସୁନ୍ଦରୀ ମୁକୁଟ ହାତେଇଥିବା ଭାରତୀୟ ସୁନ୍ଦରୀ ମାନୁଷି ଛିଲ୍ଲରଙ୍କୁ ବାଳୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୁମୀରେ ସୁଦର୍ଶନ ମାନୁଷିଙ୍କ ଅବିକଳ ଆକୃତିକୁ ବାଳିରେ ଅଙ୍କନ କରିଛନ୍ତି। ଏ ନେଇ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସୁଦର୍ଶନ ପ୍ରଶଂସା ବାର୍ତ୍ତାରେ “ ଭାରତକୁ ତୁମେ ଗୌରବାନ୍ୱୀତ କରିଛ” ବୋଲି ଲେଖିଛନ୍ତି।

ବାଲିରେ ନିର୍ମିତ ଛିଲ୍ଲରଙ୍କ ମୁହଁ ପଛରେ ତ୍ରିରଙ୍ଗା ଶୋଭା ପାଉଥିବା ବେଳ ଇଂରାଜୀରେ congratulation  ଲେଖାଯାଇଛି । ମାନୁଷିତ ଅବିକଳ ପ୍ରତିକୃତିର ମସ୍ତକରେ ଶୋଭାପାଉଛି ବିଶ୍ୱ ସୁନ୍ଦରୀ ମୁକୁଟ। ଯାହାକୁ ଦେଖିବାକୁ ପାଇଁ ବେଳାଭୂମୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story