ଝୁରା ବାଲିରେ ବିରୁଷ୍କାଙ୍କୁ ଶୁଭେଚ୍ଛା

ପୁରୀ: ଏଇ ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରିଛନ୍ତି। ଏନେଇ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ନବ ଦମ୍ପତିଙ୍କୁ  ନିଜର ଆକର୍ଷଣୀୟ ବାଲୁକା କଳା ଜରିଆରେ ଝୁରା ବାଲିରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିସହ ଟ୍ୱିଟ୍ କରି ଉଭୟ ବିରାଟ ଓ ଅନୁଷ୍କାଙ୍କୁ ଦାମ୍ପତ୍ୟ  ଜୀବନର ଶୁଭକାମନା କରିଛନ୍ତି। ଏଭଳି ବାଲୁକା କଳା ଏବଂ ଟ୍ୱିଟ୍ […]

anushka

anushka

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 10:28 PM IST

Sports

Latest News

ପୁରୀ: ଏଇ ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରିଛନ୍ତି। ଏନେଇ ସେମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ନବ ଦମ୍ପତିଙ୍କୁ  ନିଜର ଆକର୍ଷଣୀୟ ବାଲୁକା କଳା ଜରିଆରେ ଝୁରା ବାଲିରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏଥିସହ ଟ୍ୱିଟ୍ କରି ଉଭୟ ବିରାଟ ଓ ଅନୁଷ୍କାଙ୍କୁ ଦାମ୍ପତ୍ୟ  ଜୀବନର ଶୁଭକାମନା କରିଛନ୍ତି।

ଏଭଳି ବାଲୁକା କଳା ଏବଂ ଟ୍ୱିଟ୍ ପାଇଁ ଅନୁଷ୍କା ଶର୍ମା ମଧ୍ୟ ସାଧୁବାଦ ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକଙ୍କୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos