କୋଲକାତା ଗଲେ ସୁଦୀପ ବନ୍ଦୋପାଧ୍ୟାୟ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଜାମିନରେ ମୁକୁଳିଛନ୍ତି। ୧୯ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇବା ପରେ ଆଜି ସୁଦୀପ ଭୁବନେଶ୍ୱରର ଏକ ଘରୋଇ ହସ୍ପପିଟାଲରୁ କୋଲକାତା ଯାଇଛନ୍ତି। ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିଲେ ସୁଦୀପ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପପିଟାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଦର୍ଶାଇ ସୁଦୀପ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ୧୯ ତାରିଖରେ […]

sudip

sudip

Rakesh Mallick
  • Published: Sunday, 21 May 2017
  • Updated: 21 May 2017, 10:46 PM IST

Sports

Latest News

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଜାମିନରେ ମୁକୁଳିଛନ୍ତି। ୧୯ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ପାଇବା ପରେ ଆଜି ସୁଦୀପ ଭୁବନେଶ୍ୱରର ଏକ ଘରୋଇ ହସ୍ପପିଟାଲରୁ କୋଲକାତା ଯାଇଛନ୍ତି। ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିଲେ ସୁଦୀପ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପପିଟାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଦର୍ଶାଇ ସୁଦୀପ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ୧୯ ତାରିଖରେ ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଦାଖଲ ସହ ୫୦ ହଜାର ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ସୁଦୀପଙ୍କୁ ଜାମିନ୍ ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos