ଆର୍ଥିକ ଅନଟନ ଯୋଗୁଁ ଆତ୍ମହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ଚିନ୍ତାମଣିଶ୍ୱର କେନାଲ ନିକଟସ୍ଥ ଏକ ମୋବାଇଲ ଟାୱାରରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଅନୀଲ ଦିଗାଲ।  ଲକ୍ଷ୍ମୀସାଗର ଥାନା ପୋଲିସ ଅନୀଲଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ଆର୍ଥିକ ଅନଟନ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।