୫ ବର୍ଷରେ ଦବିଗଲା ସୁକତେଲ ବ୍ରିଜ୍

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜଟି ଦବି ଯାଇଥିବା ଜଣାପଡ଼ିଛି। ବ୍ରିଜ ନିର୍ମାଣକୁ ୫ ବର୍ଷ ପୂରି ନଥିବା ବେଳେ ଏହା ଦବି ଯାଇଛି। ୨୦୧୫ ମସିହାରେ ଉପରେ ଏହି ବିଜ୍ରଟି ନିର୍ମାଣ କରାଯାଇଥିଲା। ବ୍ରିଜଟି ଦବି ଯାଇଥିବା ବେଳେ କେତେବେଳେ ଏହା ଭଙ୍ଗିପଡ଼ିବ କହି ହେବନି। ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ତମିଆ, ଫଟାମୁଣ୍ଡା, ଭରତବାହାଲ ସହିତ ରେଙ୍ଗାଲି ପଞ୍ଚାୟତର ୬ଟି […]

bridge00

bridge00

Tapaswini Nayak
  • Published: Thursday, 12 March 2020
  • Updated: 12 March 2020, 01:36 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜଟି ଦବି ଯାଇଥିବା ଜଣାପଡ଼ିଛି। ବ୍ରିଜ ନିର୍ମାଣକୁ ୫ ବର୍ଷ ପୂରି ନଥିବା ବେଳେ ଏହା ଦବି ଯାଇଛି। ୨୦୧୫ ମସିହାରେ ଉପରେ ଏହି ବିଜ୍ରଟି ନିର୍ମାଣ କରାଯାଇଥିଲା। ବ୍ରିଜଟି ଦବି ଯାଇଥିବା ବେଳେ କେତେବେଳେ ଏହା ଭଙ୍ଗିପଡ଼ିବ କହି ହେବନି। ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ତମିଆ, ଫଟାମୁଣ୍ଡା, ଭରତବାହାଲ ସହିତ ରେଙ୍ଗାଲି ପଞ୍ଚାୟତର ୬ଟି ଗାଁର ଲୋକେ ସୁକତେଲ ପୋଲ ଉପରେ ନିର୍ଭର କରିଥା’ନ୍ତି। ବ୍ରିଜ ଦବି ଯାଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଏହା ଉପରେ ଯିବା ଆସିବା କରୁନାହାନ୍ତି।

ସ୍ଥାନୀୟ ବାସିନ୍ଦା ଦିଲୀପ ପଣ୍ଡା କହିଛନ୍ତି,“ ଏହି ବ୍ରିଜ୍‌ ଉପରେ ୬ ଟି ଗାଁର ଲୋକେ ନିର୍ଭର କରୁଛନ୍ତି। ବିଜ୍ରଟି ଦବି ଯାଇଥିବାରୁ କେତେ ବେଳେ ଅଘଟଣ ଘଟିବ କେହି କହି ପାରିବେ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story