ସମ୍‌ ଅଗ୍ନିକାଣ୍ଡ ମାମଲା: ଭୁବନେଶ୍ୱରରେ ଆରଡିସିଙ୍କ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ୱର: ସମ୍‌ ଅଗ୍ନିକାଣ୍ଡ ମାମଲାରେ ଆଜିଠୁ ଭୁବନେଶ୍ୱରରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଆରଡିସି ଏ.ବି ଓତାଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ, ସିଡିଏମ୍‌ଓ, ଏଡିଏମ୍‌ଓ, ଡିଏମ୍‌ଇଟି ଓ ଆଡିସିନାଲ ଡିଏମ୍‌ଇଟି, ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ୮ ଜଣ ହାଜର ହୋଇ ସାକ୍ଷୀ ଦେଇଛନ୍ତି। ତେବେ ୩୫ ଜଣଙ୍କୁ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବାକୁ ନୋଟିସ୍‌ ହୋଇଥିଲା। ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ମଧ୍ୟ ହାଜର ହେବାକୁ ଆରଡିସିଙ୍କ ପକ୍ଷରୁ ନୋଟିସ୍‌ […]

sum

sum

Rakesh Mallick
  • Published: Thursday, 01 December 2016
  • Updated: 01 December 2016, 10:36 PM IST

Sports

Latest News

ଭୁବନେଶ୍ୱର: ସମ୍‌ ଅଗ୍ନିକାଣ୍ଡ ମାମଲାରେ ଆଜିଠୁ ଭୁବନେଶ୍ୱରରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଆରଡିସି ଏ.ବି ଓତାଙ୍କ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ, ସିଡିଏମ୍‌ଓ, ଏଡିଏମ୍‌ଓ, ଡିଏମ୍‌ଇଟି ଓ ଆଡିସିନାଲ ଡିଏମ୍‌ଇଟି, ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ୮ ଜଣ ହାଜର ହୋଇ ସାକ୍ଷୀ ଦେଇଛନ୍ତି। ତେବେ ୩୫ ଜଣଙ୍କୁ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବାକୁ ନୋଟିସ୍‌ ହୋଇଥିଲା। ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ମଧ୍ୟ ହାଜର ହେବାକୁ ଆରଡିସିଙ୍କ ପକ୍ଷରୁ ନୋଟିସ୍‌ ହୋଇଥିଲା।

ଗତକାଲି କଟକରେ ହୋଇଥିବା ସାକ୍ଷ୍ୟ ଗ୍ରହଣର ଦ୍ୱିତୀୟ ଦିନରେ ୨୧ ଜଣଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଥିବା ବେଳେ ମାତ୍ର ୫ ଜଣ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିଥିଲେ। ସତ୍ୟପାଠ ଦାଖଲ କରିଥିବା ଯେଉଁ ବ୍ୟକ୍ତି ସାକ୍ଷ୍ୟ ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି ଓତା କହିଛନ୍ତି।

ସମ୍‌ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଏହାର ତଦନ୍ତ ଭାର ଦେଇଥିଲେ। ଏହି ମାମଲାରେ ମୋଟ୍‌ ୩୯୩ଟି ସତ୍ୟପାଠ ଦାଖଲ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story