ସମ୍‌ ଅଗ୍ନିକାଣ୍ଡ: ଖୋର୍ଦ୍ଧା ସିଡିଏମ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର/କଟକ: ସମ୍‌ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ସିଡିଏମ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଆଇନ ଉଲ୍ଲଂଘନ ସତ୍ତ୍ୱେ ସମ୍‌ ହସ୍ପିଟାଲକୁ କେମିତି ଅନୁମତି ଦିଆଗଲା ତାହା ଜଣାଇବାକୁ ସିଡିଏମ୍‌ଓଙ୍କୁ କୁହାଯାଇଛି। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସିଡିଏମ୍‌ଓଙ୍କୁ ପ୍ରଶ୍ନ କରାଯାଇଛି। ସେହିପରି ସମ୍‌ ହସ୍ପିଟାଲର ମାଲିକ ମନୋଜ ନାୟକଙ୍କ ପତ୍ନୀ ଶ୍ୱାଶତୀ ଦାସ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ତାଙ୍କ ସହ […]

sum

sum

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 10:44 PM IST

Sports

Latest News

ଭୁବନେଶ୍ୱର/କଟକ: ସମ୍‌ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋର୍ଦ୍ଧା ସିଡିଏମ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଆଇନ ଉଲ୍ଲଂଘନ ସତ୍ତ୍ୱେ ସମ୍‌ ହସ୍ପିଟାଲକୁ କେମିତି ଅନୁମତି ଦିଆଗଲା ତାହା ଜଣାଇବାକୁ ସିଡିଏମ୍‌ଓଙ୍କୁ କୁହାଯାଇଛି। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସିଡିଏମ୍‌ଓଙ୍କୁ ପ୍ରଶ୍ନ କରାଯାଇଛି।

ସେହିପରି ସମ୍‌ ହସ୍ପିଟାଲର ମାଲିକ ମନୋଜ ନାୟକଙ୍କ ପତ୍ନୀ ଶ୍ୱାଶତୀ ଦାସ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ତାଙ୍କ ସହ ମନୋଜଙ୍କ ଭଉଣୀ ଆରତୀ ନାୟକ ମଧ୍ୟ ଆଗୁଆ ଜମିନ ପାଇଁ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos