ସମ୍‌ ହସ୍‌ପିଟାଲ୍‌ ଲାଇସେନ୍ସ ସିଡିଏମଓଙ୍କ ଏନଓସି ଆଧାରରେ ନବୀକରଣ କରାଯାଇଥିଲା: ଜିଲ୍ଲାପାଳ

ଭୁବନେଶ୍ୱର: ସମ୍‌ ହସପିଟାଲ ଲାଇସେନ୍ସ ସିଡ଼ିଏମଓଙ୍କ ଏନଓସି ଆଧାରରେ ସର୍ତ୍ତମୂଳକ ଭାବରେ ନବୀକରଣ କରାଯାଇଥିଲା ବୋଲି ଆଜି ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ କହିଛନ୍ତି। ସେ କହିଛନ୍ତି,“ଜିଲ୍ଲାପାଳ ସବୁ କଥା ନିଜେ ଦେଖିବା ସମ୍ଭବ ପର ନୁହେଁ। ଆମେ ରିପୋର୍ଟ ମାଗିଥିଲୁ।  ଜିଲ୍ଲା ଚିକିତ୍ସା ଅଧିକାରୀ  ରିପୋର୍ଟ ଠିକ୍ ବୋଲି ତଦନ୍ତ କରି କହିଥିଲେ। ସମ୍‌ ହସପିଟାଲ ଲାଇସେନ୍ସ ନବୀକରଣରେ ତ୍ରୁଟି ପରିଲକ୍ଷିତ ହେବାରୁ ସୋ କଜ୍‌ ନୋଟିସ୍‌ କରାଯାଇଛି। ନୋଟିସ୍‌ର ଉତ୍ତର ଆସିବା ପରେ ପରବର୍ତ୍ତୀ […]

sum

sum

Rakesh Mallick
  • Published: Friday, 21 October 2016
  • Updated: 21 October 2016, 03:00 PM IST

Sports

Latest News

ଭୁବନେଶ୍ୱର: ସମ୍‌ ହସପିଟାଲ ଲାଇସେନ୍ସ ସିଡ଼ିଏମଓଙ୍କ ଏନଓସି ଆଧାରରେ ସର୍ତ୍ତମୂଳକ ଭାବରେ ନବୀକରଣ କରାଯାଇଥିଲା ବୋଲି ଆଜି ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ କହିଛନ୍ତି।

ସେ କହିଛନ୍ତି,“ଜିଲ୍ଲାପାଳ ସବୁ କଥା ନିଜେ ଦେଖିବା ସମ୍ଭବ ପର ନୁହେଁ। ଆମେ ରିପୋର୍ଟ ମାଗିଥିଲୁ।  ଜିଲ୍ଲା ଚିକିତ୍ସା ଅଧିକାରୀ  ରିପୋର୍ଟ ଠିକ୍ ବୋଲି ତଦନ୍ତ କରି କହିଥିଲେ। ସମ୍‌ ହସପିଟାଲ ଲାଇସେନ୍ସ ନବୀକରଣରେ ତ୍ରୁଟି ପରିଲକ୍ଷିତ ହେବାରୁ ସୋ କଜ୍‌ ନୋଟିସ୍‌ କରାଯାଇଛି। ନୋଟିସ୍‌ର ଉତ୍ତର ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ମୋର କିଛି ଭୁଲ କରିନାହିଁ।”

ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ଗତ ସୋମବାର ସନ୍ଧ୍ୟାରେ ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗରେ ନିଆଁ ଲାଗିଯାଇଥିଲା। ଏଥିରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story