ମନୋଜ ନାୟକଙ୍କ ଖଲାସ ଦାବିରେ ଶୋଭାଯାତ୍ରା

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ଖଲାସ ଦାବି କରିଛି ୬ ଘରୋଇ ବୈଷୟିକ ଓ ବୃତ୍ତିଗତ ଅନୁଷ୍ଠାନ ସଂଘ। ଆଜି ଏହି ସଂଘର କର୍ମକର୍ତ୍ତାମାନେ କଲେଜ ବନ୍ଦ କରି  ଭୁବନେଶ୍ୱରରେ ଶୋଭାଯାତ୍ରା କରିଛନ୍ତି। କଟକ ଏସ୍‌ସିବି ବା ମାଲକାନଗିରିରେ ପିଲା ମରିବା ଘଟଣା ହେଉ ଏଥିପାଇଁ କେହି ଗିରଫ ହୋଇନାହାନ୍ତି। ଏପରିସ୍ଥିତିରେ ମନୋଜ ନାୟକଙ୍କୁ କାହିଁକି ଗିରଫ କରାଯାଇଛି ବୋଲି ବିନୋଦ ଦାସ ପ୍ରଶ୍ନ କରିଛନ୍ତି। ମାନସ ମହାପାତ୍ର କହିଛନ୍ତି,“ଶିକ୍ଷାନୁଷ୍ଠାନ ସଂଘର ବିରୋଧ କରିବାର […]

manoj-nayak

manoj-nayak

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 08:35 PM IST

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ଖଲାସ ଦାବି କରିଛି ୬ ଘରୋଇ ବୈଷୟିକ ଓ ବୃତ୍ତିଗତ ଅନୁଷ୍ଠାନ ସଂଘ। ଆଜି ଏହି ସଂଘର କର୍ମକର୍ତ୍ତାମାନେ କଲେଜ ବନ୍ଦ କରି  ଭୁବନେଶ୍ୱରରେ ଶୋଭାଯାତ୍ରା କରିଛନ୍ତି।

କଟକ ଏସ୍‌ସିବି ବା ମାଲକାନଗିରିରେ ପିଲା ମରିବା ଘଟଣା ହେଉ ଏଥିପାଇଁ କେହି ଗିରଫ ହୋଇନାହାନ୍ତି। ଏପରିସ୍ଥିତିରେ ମନୋଜ ନାୟକଙ୍କୁ କାହିଁକି ଗିରଫ କରାଯାଇଛି ବୋଲି ବିନୋଦ ଦାସ ପ୍ରଶ୍ନ କରିଛନ୍ତି।

ମାନସ ମହାପାତ୍ର କହିଛନ୍ତି,“ଶିକ୍ଷାନୁଷ୍ଠାନ ସଂଘର ବିରୋଧ କରିବାର ଅଧିକାର ଅଛି, ସେମାନେ ବିରୋଧ କରୁଛନ୍ତି। ଏହାର ପ୍ରଭାବ ବିଚାର ବିଭାଗ ଉପରେ ପଡିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story