ମନୋଜ ନାୟକଙ୍କ ଖଲାସ ଦାବିରେ ଶୋଭାଯାତ୍ରା

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ଖଲାସ ଦାବି କରିଛି ୬ ଘରୋଇ ବୈଷୟିକ ଓ ବୃତ୍ତିଗତ ଅନୁଷ୍ଠାନ ସଂଘ। ଆଜି ଏହି ସଂଘର କର୍ମକର୍ତ୍ତାମାନେ କଲେଜ ବନ୍ଦ କରି  ଭୁବନେଶ୍ୱରରେ ଶୋଭାଯାତ୍ରା କରିଛନ୍ତି।

କଟକ ଏସ୍‌ସିବି ବା ମାଲକାନଗିରିରେ ପିଲା ମରିବା ଘଟଣା ହେଉ ଏଥିପାଇଁ କେହି ଗିରଫ ହୋଇନାହାନ୍ତି। ଏପରିସ୍ଥିତିରେ ମନୋଜ ନାୟକଙ୍କୁ କାହିଁକି ଗିରଫ କରାଯାଇଛି ବୋଲି ବିନୋଦ ଦାସ ପ୍ରଶ୍ନ କରିଛନ୍ତି।

ମାନସ ମହାପାତ୍ର କହିଛନ୍ତି,“ଶିକ୍ଷାନୁଷ୍ଠାନ ସଂଘର ବିରୋଧ କରିବାର ଅଧିକାର ଅଛି, ସେମାନେ ବିରୋଧ କରୁଛନ୍ତି। ଏହାର ପ୍ରଭାବ ବିଚାର ବିଭାଗ ଉପରେ ପଡିବ ନାହିଁ।”

ଆହୁରି ପଢ଼ନ୍ତୁ

ବୁର୍ଲା ମେଡ଼ିକାଲ ଫାଣ୍ଡି ଅଧିକାରୀଙ୍କୁ କରୋନା

‘ମନ୍ଦିର ଖୋଲିବା ନିଷ୍ପତ୍ତି ସରକାର ନେବେ ’

ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍

ଅଜଣା ବ୍ୟକ୍ତିଙ୍କ ଦେହରେ ପିପିଇ କିଟ; ଲୋକେ ଆତଙ୍କିତ

ଭାଇରାଲ ଅଡିଓ ମାମଲାରେ ୨ ଗିରଫ; ୨୫ ସାଙ୍ଗଙ୍କ ପାଖକୁ ଅଡିଓ ପଠାଇଥିବା ମାନିଲେ ବିଶ୍ୱଜିତ

ରାଜ୍ୟରେ କରୋନାରେ ଗଲା ଆଉ ୧୪ ଜୀବନ

ରାଜ୍ୟରେ ଚିହ୍ନଟ ହେଲେ ୧୫୨୮ କରୋନା ଆକ୍ରାନ୍ତ-Corona Report of Odisha

ଯୌତୁକ ପାଇଁ ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ

ଚିନ୍ତା ବଢ଼ାଉଛି ଗଞ୍ଜାମ, ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ଉଦ୍‌ବେଗ

ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାଗଲା ମୃତଦେହ

ଭାଇରାଲ ଅଡିଓ ମାମଲା; ଅଟକଙ୍କ ମଧ୍ୟରୁ ଜଣେ ଅରଟେଲ୍ କର୍ମଚାରୀ

ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖି ବନ୍ଧା ହେଲେ ୨୨