ସମ୍‌ ହସ୍ପିଟାଲ୍‌ ମାଲିକ ଗିରଫଦାରୀ ପ୍ରତିବାଦରେ ଖଣ୍ଡଗିରି ଥାନା ଆଗରେ ସମର୍ଥକଙ୍କ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାରେ ମାଲିକ ମନୋଜ ନାୟକ ଗିରଫ ହେବା ପରେ ଖଣ୍ଡଗିରି ଥାନାରେ ଉତ୍ତେଜନା ପ୍ରକାଶ ପାଇଛି। ଆସି ସକାଳେ ତାଙ୍କ ସମର୍ଥକମାନେ ମନୋଜଙ୍କ ଗିରଫଦାରୀକୁ ବିରୋଧ କରି ଖଣ୍ଡଗିରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏହାସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।