ସରକାରୀ ଅନୁବନ୍ଧିତ ତାଲିକାରୁ ସମ୍‌ ବାଦ୍‌

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ସରକାରୀ ଅନୁବନ୍ଧିତ ତାଲିକାରୁ ସମ୍‌କୁ ବାଦ ଦିଆଯାଇଛି। ଡିଏମ୍‌ଇଟି ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟର ଗରିବ ରୋଗୀଙ୍କ ଅଧିକ ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲ ଅନୁବନ୍ଧିତ ହୋଇଥିଲା। ତେବେ ଗତ ସୋମବାର ସମ୍‌ରେ ଅଗ୍ନିକାଣ୍ଡ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।  ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ […]

sum-hospital

sum-hospital

Rakesh Mallick
  • Published: Friday, 21 October 2016
  • Updated: 21 October 2016, 04:40 PM IST

Sports

Latest News

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ସରକାରୀ ଅନୁବନ୍ଧିତ ତାଲିକାରୁ ସମ୍‌କୁ ବାଦ ଦିଆଯାଇଛି। ଡିଏମ୍‌ଇଟି ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ଜାରି କରାଯାଇଛି।

ରାଜ୍ୟର ଗରିବ ରୋଗୀଙ୍କ ଅଧିକ ଚିକିତ୍ସା ପାଇଁ ସମ୍‌ ହସ୍ପିଟାଲ ଅନୁବନ୍ଧିତ ହୋଇଥିଲା। ତେବେ ଗତ ସୋମବାର ସମ୍‌ରେ ଅଗ୍ନିକାଣ୍ଡ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।  ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ଚିକିତ୍ସା ପାଣ୍ଠିରୁ ଏହି ହସ୍ପିଟାଲକୁ ବାଦ୍‌ ଦିଆଯାଇଛି।

ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ମାଲିକ ମନୋଜ ନାୟକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story